ଗୋଲାପି ବିକିନ, ସେକ୍ସି ପୋଜ ଫଟୋକୁ ନେଇ ସୋସିଆଲ ମିଡିଆରେ ନିଆଁ, ଦେଖନ୍ତୁ ଫଟୋ

ମୁମ୍ବାଇ : ଦେହରେ ଗୋଲାପି ରଙ୍ଗର ଅଧାଫୁଙ୍ଗୁ ବିକିନି । ତା ସାଙ୍ଗକୁ ସେକ୍ସି ପୋଜ । ଏମିତି ଫୋଟକୁ ନେଇ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଲାଇକ ପରେ ଲାଇକ , କମେଣ୍ଟ ପରେ କମେଣ୍ଟ ବଢି ବଢି ଚାଲିଛି । ଆମେ କହୁଛୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅଭିନେତ୍ରୀ ଶମା ସିକନ୍ଦରଙ୍କ ଫଟୋ କଥା ।

ଟେଲିଭିଜନ ଅଭିନେତ୍ରୀ ଶମା ସିକନ୍ଦର “ୟେ ମେରୀ ଲାଇଫ ହେ” ଧାରାବାହିକରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଇଣ୍ଡଷ୍ଟ୍ରିର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶମା । ଆଜିକାଲି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି ଶମା। ନିଜ ବୋଲ୍ଡ ଓ ହଟ୍‌ ଫଟୋ ଦ୍ବାରା ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛନ୍ତି।

ଫ୍ୟାନ୍ସ ସବୁବେଳେ ତାଙ୍କ ଫଟୋ ଅପଲୋଡ ହେବା ଅପେକ୍ଷାରେ ଥାନ୍ତି। ଏବେ କିଛି ଦିନ ତଳେ ଅଭିନେତ୍ରୀ ଶମା ନିଜର ହଟ୍‌ ଫଟୋ ସେୟାର କରିଛନ୍ତି। ଅଧିକାଂଶ ସମୟରେ ଶମା ତାଙ୍କ ଫଟୋ ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି।ତାଙ୍କ ଇନ୍‌ଷ୍ଟାଗ୍ରାମ ଫଟୋରେ ଅନେକ ଲାଇକ୍‌ ଓ କମେଣ୍ଟ ଆସେ। ଏବେ ସେୟାର କରିଥିବା ଫଟୋରେ ଶମା ଗୋଲାପି ରଂଗର ବିକିନୀ ପିନ୍ଧିଛନ୍ତି।

ଫଟୋରେ ସେ ବହୁତ ସେକ୍ସି ପୋଜ୍‌ ଦେଇଛନ୍ତି। ଫିଲ୍ମରେ ହର୍ଟ ସିନ୍‌ ଦେବା ପାଇଁ ଛର୍ଚ୍ଚାରେ ରୁହନ୍ତି ଶମା।ଆମୀର ଖାନଙ୍କ ଫିଲ୍ମ ମନ୍‌ରେ ଶମା ସିକନ୍ଦର ନିଜ ଜଲୱା ଦେଖାଇ ଦର୍ଶକଙ୍କୁ ଦିୱାନା କରିଥିଲେ। ନିଜ ସୁନ୍ଦର ଫଟୋକୁ ନେଇ ବେଶ ଉତ୍ସାହିତ ରୁହନ୍ତି। ଫଟୋରେ  ଲାଇକ୍‌ ଓ କମେଣ୍ଟ ଦେଖି ସେ ବହୁତ ଖୁସି ହୁଅନ୍ତି।ବାଲବୀର ଧାରାବାହିକରେ ନେଗେଟିଭ ଭୂମିକାରେ ଅଭିନୟ କରିଥିଲେ ଶମା। ଶମାଙ୍କର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।