ମହାନଦୀକୂଳ ଫାର୍ମ ହାଉସରେ ସେକ୍ସ ରାକେଟ୍,୨ ଯୁବକ ଓ ଜଣେ ଯୁବତୀ ଅଟକ

କଟକ :ଚାରୀ ପଟେ ମହାନଦୀର ମନୋରମ ଦୃଶ୍ୟ । ଫାର୍ମ ହାଉସର ବି ଶୋଭା ଅତି ଶୁନ୍ଦର । ହଲେଲେ ତା ଭିତରେ ଚାଲିଥିଲା ସେକ୍ସେ ର‌୍ୟାକେର୍ଟ । ବାହାରୁ ଝିଅଙ୍କୁ ଆଣି ଦେହ ବେପାରରେ ନିୟୋଜନ କାଯାଉଥିଲା । କଟକ ଚୈଦ୍ୱାର ଥାନା ଅଞ୍ଚଳରେ ସେକ୍ସ ରାକେର୍ଟ ଚାଲିଥିଲା । ମହାନଦୀ କୂଳରେ ଏକ ଫାର୍ମ ହାଉସରେ ଚାଲିଥିଲା ଦେହ ବେପାର । ଖବର ପାଇ କଟକ ଡିସିସିଙ୍କ ନେତୃତ୍ୱରେ ଏକ ଟିମ ଫାର୍ମ ହାଉସ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ଫାର୍ମ ହାଉସରୁ ୨ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।
କୁହାଯାଉଛି ଏହି ସେକ୍ସ ରାକେଟରେ ଅନେକ ବଡ ବଡିଆ ଲୋକଙ୍କର କାରବାର ଥିବା ନେଇ ବି ସୁରାକ ପାଇଛି ପୋଲିସ । ସହରରେ ଦେହ ବେପାର ଚାଲିଥିବା ହୋଟେଲେରେ ପୋଲିସ ଚଢାଉ କରିବା ପରେ ଏବେ ସହର ତଳି ଅଞ୍ଚଳର ବିଭିନ୍ନ ଫାର୍ମ ହାଉସକୁ ଟାଗେର୍ଟ କରୁଛନ୍ତି ।

(ଫାଇଲ ଫଟୋ )