ଋଣ ପାଇଁ ଡକ୍ୟୁମେଣ୍ଟ ନିଆଯାଏ ନିୟୁଡ ( ବିବସ୍ତ୍ର ) ସେଲଫି, ଟଙ୍କା ନସୁଝିଲେ ଲଙ୍ଗଳା ଫଟୋ ହୁଏ ଭାଇରାଲ ଜାଣନ୍ତୁ କେଉଁଠି

ନୁଆଦିଲ୍ଲୀ : ଋଣ ପାଇଁ ସେଲଫି । ତାହା ପୁଣି ବିନା ବସ୍ତ୍ରରେ । କୈଣସି ଜମିଦାରକି ସାହୁକାରଙ୍କ ଠୁ ନୁହେଁ, ବ୍ୟାଙ୍କରୁ ଋଣ ଆଣିବାକୁ ହେଲେ ବିନା ବସ୍ତ୍ରରେ ସେଲଫି ଉଠାଇବାକୁ ହୁଏ । ଆଉ ସେହି ସେଲଫିର ଫଟୋକୁ ବି ଡକ୍ୟୁମେଣ୍ଟ ହିସାବରେ ବ୍ୟାଙ୍କରେ ଦାଖଲ କରିବାକୁ ପଡେ । ଏମିତି ଏକ ବ୍ୟବସ୍ଥା ରହିଛି ଚାଇନାରେ । ଚାଇନାରେ ଋଣ ଧାରକ ବା ଲୋନିଙ୍କୁ ଋଣ କରିବାକୁ ହେଲେ ବ୍ୟାଙ୍କ ତଥା ଅନ୍ୟାନ୍ୟ … Continue reading ଋଣ ପାଇଁ ଡକ୍ୟୁମେଣ୍ଟ ନିଆଯାଏ ନିୟୁଡ ( ବିବସ୍ତ୍ର ) ସେଲଫି, ଟଙ୍କା ନସୁଝିଲେ ଲଙ୍ଗଳା ଫଟୋ ହୁଏ ଭାଇରାଲ ଜାଣନ୍ତୁ କେଉଁଠି