୧୦ ବେସିସ୍‌ ପଏଣ୍ଟ୍‌ ସୁଧ ହାର ହ୍ରାସ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଅକ୍ଟୋବର ୧୦ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତାହାର ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଫଣ୍ଡ୍‌ସ୍‌ ଆଧାରିତ ଲେଣ୍ଡିଙ୍ଗ୍‌ ରେଟ୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରି ୮. ୦୫ କରୁଥିବା କଥା ଘୋଷଣା କରିଛି। ଏମ୍‌ସିଏଲ୍‌ଆର୍‌ ହ୍ରାସ ଯୋଗୁଁ...

ମୁମ୍ବାଇ: ଅକ୍ଟୋବର ୧୦ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତାହାର ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଫଣ୍ଡ୍‌ସ୍‌ ଆଧାରିତ ଲେଣ୍ଡିଙ୍ଗ୍‌ ରେଟ୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରି ୮. ୦୫ କରୁଥିବା କଥା ଘୋଷଣା କରିଛି। ଏମ୍‌ସିଏଲ୍‌ଆର୍‌ ହ୍ରାସ ଯୋଗୁଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଘର ଓ ଅନ୍ୟାନ୍ୟ ରିଟେଲ୍‌ ଲୋନ୍‌ ଶସ୍ତା ହେବ।

ବ୍ୟାଙ୍କ୍‌ର ଗୋଟିଏ ବର୍ଷର ‘ଏମ୍‌ସିଏଲ୍‌ଆର୍‌’ ବାର୍ଷିକ ୮: ୧୫%ରୁ ବାର୍ଷିକ ୮: ୦୫%କୁ ହ୍ରାସ ପାଇଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ଏମ୍‌ସିଏଲ୍‌ଆର୍‌ରେ ଷଷ୍ଠ ଥର ନିମନ୍ତେ କାଟ। ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିବାର ଅଳ୍ପ ଦିନ ପରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଏ ଭଳି ପଦକ୍ଷେପ ଗ୍ରହଣ କରିଛି।

ଏକ ବିବୃତିରେ ଷ୍ଟେଟ୍‌ ବ୍ୟାଙ୍କ୍‌ କହିଛି: ଉତ୍ସବ ଘଡ଼ି ଉପଲକ୍ଷେ ଏବଂ ସମସ୍ତ ସେଗ୍‌ମେଣ୍ଟ୍‌ରେ ଥିବା ଗ୍ରାହକମାନଙ୍କ ଉପକାର ନିମନ୍ତେ ଏସ୍‌ବିଆଇ ତା’ର ଏମ୍‌ସିଏଲ୍‌ଆର୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଛି।

Spread the love
Categories
କର୍ପୋରେଟ୍ବଡ ଖବର

RELATED BY

  • ପ୍ରଥମ ଥର ବୁକର୍‌ ପୁରସ୍କାର ଜିତିଲେ ଦୁଇ ମହିଳା

    ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି। ସର୍ବସମ୍ମତିକ୍ରମେ...
  • ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

    ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା...
  • ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

    ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତିନି ଅର୍ଥଶାସ୍ତ୍ରୀଙ୍କୁ ବିଶ୍ଵରୁ ଦାରିଦ୍ର୍ୟର ଦୂରିକରଣ ପାଇଁ...
  • ମୋ ସରକାର କାର୍ଯ୍ୟକ୍ରମ: ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ

    ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୦ ଜଣ ଲୋକଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ମୋ ସରକାର ଟିମ୍’ ଅଫିସରଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା...