ଋଣ ହାର କମାଇଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କରିବ ବୋଲି ଆଜି ଘୋଷଣା କରିଛି। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି...

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କରିବ ବୋଲି ଆଜି ଘୋଷଣା କରିଛି। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛି ବୋଲି କହିଛି।

ଏମସିଏଲଆର ସୁଧ ହାର ୮. ୨୫ ପ୍ରତିଶତ ଥିବା ବେଳେ ଏବେ ୦.୧୦ ପ୍ରତିଶତ ହ୍ରାସ ପାଇ ୮.୧୫ ପ୍ରତିଶତ ହୋଇଛି। ଏହି ନୂଆ ନିୟମ ଆସନ୍ତାକାଲି ପାଖରୁ ଲାଗୁ ହେବ। ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ଋଣ ହାର ହ୍ରାସ କରିଛି ଏସବିଆଇ।

ଏସବିଆଇ ଆରଏଫଡି ଉପରେ ମଧ୍ୟ ସୁଧ ଦର ହ୍ରାସ କରିବ ବୋଲି ଘୋଷଣା କରିଛି। ଏହି ସୁଧ ଦରରେ ୦.୨୦ରୁ ୦.୨୫ ପ୍ରତିଶତ ଯାଏଁ ହ୍ରାସ କରାଯାଇଛି । ସେହିପରି ବଡ ଧରଣର ଏଫଡିରେ ୦.୧୦ରୁ ୦.୨୦ ଯାଏଁ ସୁଧ ଦର ହ୍ରାସ କରାଯାଇଛି ।ଏସବିଆଇ ଏପରି ନିଷ୍ପତ୍ତି ନେବା ପରେ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ବ୍ୟକ୍ତି ଅଳ୍ପ କ୍ଷତି ସହିବେ।

Spread the love
Categories
କର୍ପୋରେଟ୍ବଡ ଖବର

RELATED BY

  • “ମୋ ସ୍କୁଲ” ଆପ୍ ସହ କଫିଟେବୁଲ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଆଜି ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ନିବାସକୁ ଆସିଥିବା ଏହି ପିଲାମାନଙ୍କୁ ନବୀନ ଚକୋଲେଟ ବାଣ୍ଟିବା ସହ...
  • ପିଲାଙ୍କ ସହ ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କ ଗହଣରେ ଶିଶୁ ଦିବସ ପାଳନ କରିଛନ୍ତି । ସକାଳେ ନବୀନ ନିବାସରେ ପୋଖରୀପୁଟ ଡିଏଭି ସ୍କୁଲର ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା...
  • ମହିମା ମିଶ୍ରଙ୍କୁ ମିଳିଲା ଜାମିନ୍‌

    ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍‌ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ...
  • ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

    କଟକ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ ହୋଇଥିବା ବୁଧବାର ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ମାଲଗୋଦାମ ପୁଲିସ ରାଜା ଆଚାର୍ଯ୍ୟକୁ ଗିରଫ କରିଛି। ସେ କହିଛନ୍ତି ଯେ, ଆଉ...