କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍ସି/ଏସ୍ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ ଜଣ ସାକ୍ଷୀ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରିନାହିଁ। ଆସନ୍ତା ୧୭ରେ ସାରଥିଙ୍କୁ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।