ହାଇକୋର୍ଟର ନୂତନ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ

କଟକ: ହାଇକୋର୍ଟର ନୂତନ ବିଚାରପତି ହେବେ ସଞ୍ଜୀବ ପାଣିଗ୍ରାହୀ । ନୂତନ ବିଚାରପତି ନିଯୁକ୍ତି ଲାଗି ରାଷ୍ଟ୍ରପତିଙ୍କ ଠାରୁ ତାଙ୍କୁ ଅନୁମୋଦନ ମିଳିଛି ।

 ବର୍ତମାନ ସୁପ୍ରିମକେର୍ଟର ଆଇନଜୀବି ଭାବେ କାର୍ଯ୍ୟ ତୁଲାଉଛନ୍ତି ସଞ୍ଜୀବ ପାଣିଗ୍ରାହୀ । ଓଡିଶା ହାଇକୋର୍ଟରେ ଜଜ ଭାବେ ସଞ୍ଜୀବ ପାଣିଗ୍ରାହୀ ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟର ଆଇନଜୀବି ସଂଖ୍ୟା ୧୫ କୁ ବୃଦ୍ଧି ପାଇଲା ।