୩ମାସର ପେନସନ୍ କୁ ଦାନ କଲେ ସଂଜୟ ଦାସ ବର୍ମା

ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ଚେୟାରମ୍ୟାନ୍ ଶ୍ରୀ ସଂଜୟ କୁମାର ଦାସ ବର୍ମା କୋରୋନା ସହାୟତା ପାଇଁ ହାତ ବଢ଼ାଇଛନ୍ତି । ସେ ୩ମାସର ପେନସନ୍ କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଥିବା ଜଣାପଡିଛି ।