କମନ ସର୍ଭିସ ସେଂଟର ପକ୍ଷରୁ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ଓ ସାନିଟାରୀ ନାପକିନ୍ ବଣ୍ଟନ

ବ୍ରହ୍ମପୁର: ଆଜି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ରେ ଗଂଜାମ ଗ୍ରାମୀଣ ସ୍ତରୀୟ ଉଦ୍ୟୋଗ ତଥା କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ବାରା ପରିଚାଳିତ କମନ ସର୍ଭିସ ସେଣ୍ଟର ର ସହଯୋଗରେ ଶୁଖିଲା ଖାଦ୍ୟ ଏବଂ ମହିଳାଙ୍କ ପାଇଁ ସାନିଟାରୀ ନାପକିନ୍ ବଣ୍ଟନ କରାଯାଇଛି।

sanitary napkin and food distribute

ଫିଡ୍ ଦ ନିଡ୍ କାର୍ଯ୍ୟକ୍ରମରେ ଭାଜପା ନେତା ସରୋଜ ସାବତ, ମଧୁସୂଦନ ସାହୁ, ବାଳକ୍ରୁଷ୍ଣ ସାମନ୍ତରାୟ , ରାଜ୍ୟ ମହିଳାମୋର୍ଚ୍ଚା ର ମିଡିଆ ପ୍ରଭାରୀ ସୁଜାତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।