ବିଶିଷ୍ଟ ଗୋ ଚିକିତ୍ସକ ସମାଜ ସେବି ଡାକ୍ତର ଅଶୋକ ମିଶ୍ରଙ୍କ ସୃତି ସଭା

ସାଲେପୁର:ସାଲେପୁର ଅଞ୍ଚଳର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବି ସ୍ୱର୍ଗତ ଡାକ୍ତର ଅଶୋକ ମିଶ୍ର ଦ୍ୱାଦଶ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାହାଙ୍ଗା ,ନିଶ୍ଚିନ୍ତକୋଇଲି, ସାଲେପୁର ତଥା ଅଭିଭକ୍ତ କଟକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ତାଙ୍କ ସୃତି ଚାରଣ କରିଥିଲେ।ଏହି ଅବସରରେ ସ୍ୱର୍ଗତ ମିଶ୍ର ଙ୍କ ଗୋ ସେବା ପରୋଉପକାତା ଓ ସମାଜ ସେବା ସମ୍ପର୍କ ରେ ମନେ ପକାଇଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କ ପୁତ୍ର ଡ଼ାକ୍ତର ସଚିଦାନନ୍ଦ ମିଶ୍ର ଓ ନାତି ସନତ ମିଶ୍ର ,ସମେତ ଇଂଞ୍ଜିନିୟ ଲଳିତ ମୋହୀ ମିଶ୍ର, ସାମ୍ବାଦିକ ଅକ୍ଷୟ ଦାଶ, ଉପସ୍ଥିତ ରହି କୋବିଡ଼ କଟକଣା ମଧ୍ୟରେ ସୃତି ସଭା ହୋଇଥିଲା।