ଲୋକାୟୁକ୍ତ ସଦସ୍ୟ ହେଲେ ଡିଜିପି ଆର.ପି ଶର୍ମା

ଭୁବନେଶ୍ବର: ଲୋକାୟୁକ୍ତ ସଦସ୍ଯ ଭାବେ ନିଯୁକ୍ତି ପାଇଲେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟପାଳଙ୍କ ପକ୍ଷରୁ ଲୋକାୟୁକ୍ତକୁ ଦିଆଗଲା ମଞ୍ଜୁରି । ରାଜ୍ୟସରକାରଙ୍କ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା । ବର୍ତ୍ତମାନ ଓଡିଶା ପୋଲିସର ଡିଜି ଦାୟିତ୍ବରେ ଅବସ୍ଥାପିତ ଅଛନ୍ତି ।