ରଣବୀରଙ୍କୁ ବାହା ହେବାକୁ ଦୀପିକାଙ୍କ ସର୍ତ ,ଚିରା ପୋଷାକ ପିନ୍ଧି ମୋତେ ବାହାହେବ ! କାହିଁକି,ପଢନ୍ତୁ ପୁରା ଖବର

ଚିରା ଷୋଷାକ ପିନ୍ଧି ଦୀପିକାଙ୍କୁ ବାହାହେବେ ରଣବୀର କାହିଁକି 
ମୁମ୍ବାଇ : ରଣବୀର ଓ ଦୀପିକା ପାଦୁକୋନଙ୍କ ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ଥିଲା ତା ଠୁ ଅଧିକ ଚର୍ଚ୍ଚା ଉଭୟଙ୍କ ବାହା ଘରକୁ ନେଇ । ବଲିଉଡର ସବୁଠୁ ୍ଧିକ ଚର୍ଚ୍ଚିତ ପ୍ରେମି ଯୁଗଳଙ୍କ ବାହାଘର ଇଟାଲୀରେ ହେବ ବୋଲି ଏକ ପ୍ରକାର ସ୍ଥିର ହୋଇ ସାରିଛି । ହେଲେ ରଣବୀରଙ୍କୁ ଦୀପିକାଙ୍କୁୁ ବାହା ହେବାକୁ ହେଲେ ଏକ ଅଦଭୁଦ ସର୍ତ ପୁରଣ କରିବାକୁ ପଡିବ । ବାହାଘର ସମୟରେ ବର ହୋଇଗଲାବେଳେ ରଣବୀର ପିନ୍ଧିଥିବା ନିଜ ପୋଷାକକୁ ଚିରିବାକୁ ହେବ । ଚିରା ପୋଷାକ ପିନ୍ଦି ରଣବୀର ନିଜ ପ୍ରେମିକାଙ୍କ ହାତ ଧରି ବାହା ହେବେ । ଏମିତି ସର୍ତ୍ତ ଦୀପିକା ରଖିଛନ୍ତି ।

deepakତେବେ ଏହା ପଛରେ ଏକ ପରମ୍ପରା ରହିଛି । ଦୀପିକା ସିନ୍ଧି ରୀତିନୀତି ଅନୁସାରେ ରଣବୀରଙ୍କୁ ବାହାବେହେ । ଏହି ପରମ୍ପରା ଅନୁସାରେ ବାହାଘର ବେଳେ ବରର ପୋଷାକ ତାର ସାଙ୍ଗ କିମ୍ବା ସମ୍ପର୍କୀୟ ବର ଡ୍ରେସକୁ ଚିରି ଦେବେ । ଆଉ ଚିରା ପୋଷାକରେ ବାହା ହେବାକୁ ପଡିବ ରଣବୀରଙ୍କୁ ।
। ଏ ନେଇ ଉଭୟ ପରିବାରରୁ ପରୋକ୍ଷରେ ସୂଚନା ଦେଇଛନ୍ତି। ଏହି ପ୍ରଥା ଅନୁସାରେ ବିବାହ ସମୟରେ ବର ପକ୍ଷର ସାଙ୍ଗ କିମ୍ବା ସମ୍ପର୍କୀୟ ବର ଡ୍ରେସକୁ ଚିରି ଦେବେ। ଏ ବିଷୟରେ ଯେତେବେଳେ ଦୀପିକାଙ୍କୁ ପଚରାଗଲା- ସେ କହିଲେ, ‘ଆପଣମାନେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ଖୁବ୍‌ ଶୀଘ୍ର ଏ ବିଷୟରେ ଜଣାଇ ଦେବି।’ ହିନ୍ଦୀ ସିନେମାର ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହ ଇଟାଲିରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।