ନିଜ ବିବାହ ପୂର୍ବରୁ ଶାରୀରିକ ସଂପର୍କକୁ ନେଇ ରାକ୍ଷୀ ସାଓ୍ଵନ୍ତଙ୍କ ଚର୍ଚ୍ଚିତ ମତ,ଦେଖନ୍ତୁ ଭିଡିଓ…

ମୁମ୍ବାଇ : ନାନା ପାଟେକର ଓ ତୁନୁଶ୍ରୀ ଦତ୍ତାଙ୍କ ବିତରେ ମି ଠୁ ବିବାଦକୁ ନେଇ ନିଜ ମତ ରଖିବା ଓ ନାନାଙ୍କ ସପକ୍ଷ ନେଇ ତୁନୁଶ୍ରୀଙ୍କୁ ଆଟାକ ପରେ ଆଟାକ କରିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ରାକ୍ଷୀ ସାଓନ୍ତ । ଏମିତିକି ତନୁଶ୍ରୀ ଜଣେ ସମଲିଙ୍ଗୀ ଓ ତାଙ୍କୁ ଦୁଷ୍କର୍ମ କରିଥିବା ଆରୋପ ବି ଆଣିଥିଲେ ରକ୍ଷୀ । ଏହାକୁ ନେଇ ତନୁଶ୍ରୀ ବି ତାଙ୍କ ଉପରେ ମାନହାନି ମୋକଦ୍ଦମା କରିଛନ୍ତି । ଏହି ଚର୍ଚ୍ଚା ଥମି ନଥିବାବେଲେ ନିଜର ଶାରୀରିକ ସଂପର୍କ ରଖିବାକୁ ନେଇ ରାକ୍ଷୀ ଯେଉଁ ମତ ରଖିଛନ୍ତି ତାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା ।
ଏକ ସାକ୍ଷାତ କାରରେ ରାକ୍ଷୀ ସାଓନ୍ତ ଏବେ ଶାରୀରିକ ସଂପର୍କ ରଖୁ ନଥିବା କଥା କହିଛନ୍ତି । ଏହା ସହ ତାଙ୍କ ଶରୀର ଏକ ମନ୍ଦିର ଓ ବିବାହ ଯାଏ ଏହାକୁ ସେ ସଫା ରଖିବେ ବୋଲି ବି ସାକ୍ଷାତକାରରେ କହୁଛନ୍ତି । ରାକ୍ଷୀ କହିଛନ୍ତି ସାକ୍ଷାତକାରରେ, “ମୁଁ ଏବେ ଶାରୀରିକ ସଂପର୍କ ରଖୁନାହିଁ । ମୋ ଶରୀରରେ ଏବେ ହେଉଛି ମନ୍ଦିର । ମୁଁ ଏହାକୁ ସଫା ରଖିବାକୁ ଚାହୁଁଛି । ବିବାହ ପର‌୍ୟ୍ୟନ୍ତ ମୁଁ କାହା ସହ ଶାରୀରିକ ସଂପର୍କ ରଖିବି ନାହିଁ”

 

"Main SEX Nahi Karti…Main Ab Sirf Prabhu Mein Hoon…Mera Shareer Ek Temple Hai"…#RakhiSawant #TanushreeDutta #MeToo

Posted by BollywoodHungama.com on Saturday, October 27, 2018