ନୂଆଦିଲ୍ଲୀ: ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ୧୦ଟାରେ ସମ୍ବୋଧନ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
Prime Minister @narendramodi will address the nation at 10 AM on 14th April 2020.
— PMO India (@PMOIndia) April 13, 2020
ଆସନ୍ତାକାଲି ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନର ଶେଷ ଦିନ ହୋଇଥିବାରୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ ସମ୍ପର୍କିତ ନିଷ୍ପତି ବିଷୟରେ ସୂଚନା ଦେଇପାରନ୍ତି ବୋଲି ଆଲୋଚନା କରାଯାଉଛି।