ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ କରୋନା ଟିକାର ପ୍ରଥମ ଡୋଜ୍

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ସାଧାରଣ ଜନତାଙ୍କ ସମେତ ଅନେକ ବରିଷ୍ଠ ଲୋକଙ୍କୁ ମଧ୍ୟ କରୋନା ଟିକା ଦିଆଯାଇଛି। ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଆରଆର ହସ୍ପିଟାଲରେ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଛନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

president ramnath koving get  corona vaccine