କରୋନା ପରିଚାଳନା ନେଇ ନବୀନଙ୍କୁ ପୁଣି ପ୍ରସଂସା : ନିରବ ନବୀନଙ୍କ ଏକ୍ସିଲେନ୍ସି ଚମତ୍କାର ଦେଖାଇଛି -ସୁହେଲ

"ନୋ ସାଉଣ୍ଡ, ଓନ୍‌ଲି ଆକ୍ସନରେ କାର୍ଯ୍ୟ କରନ୍ତି ନବୀନ"

ଭୁବନେଶ୍ୱର: ରାଜ୍ୟ ବିପର୍ଯ୍ୟୟ ସମୟରେ ସଠିକ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଜାତୀୟ ଓ ଅନ୍ତଜାତୀୟ ସ୍ତରରେ ପ୍ରଶଂସିତ ହୋଇ ।ସୁଛନ୍ତି । ଏମିତିକି ଜାତୀୟ ବିପତ୍ତି କୋଭିଡ ମହାମାରୀ ସମୟରେ ରାଜ୍‌ୟରେ କୋଭିଡ ନିୟମନ୍ତ୍ରଣ କ୍ଷେତ୍ରରେ ସୁପରିଚାଳନା ଲାଗି ରାଜ୍‌ୟ ସରକାର ଓ ମୁଖ୍‌ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପ୍ରସଂସିତ ହୋଇ ଆସୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ ସଂଗଠନ \”ହୁ\’ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତତରେ ନବୀନଙ୍କୁ ପ୍ରସଂସା କରାଯାୁଛି । ଏବେ କୋରନାର ଦ୍ୱିତୀୟ ଲହର ସମୟରେ ମଧ୍ୟ ଓଡିଶାରେ କରୋନା ମୁକାବିଲା ସୁପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସଂସା ଟ୍ବିଟରରେ ଭୂୟସୀ କାଯାଇଛି ।  ଟ୍ବିଟରରେ ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ ବ୍ୟବସାୟୀ, ସ୍ତମ୍ଭକାର ସୁହଲେ ସଠେ୍ । ରାଜ୍ୟରେ କରୋନା ନିୟନ୍ତ୍ରଣ ହେଉ କି ଅନ୍ୟ ରାଜ୍ୟକୁ ଅକ୍ସିଜନେ୍ ସହାୟତା । ସବୁଠି ନିରବ ନବୀନଙ୍କ ଏକ୍ସିଲନେ୍ସି ଚମତ୍କାର ଦଖୋଇଛି ବୋଲି ସୁହଲେ ଟୁଇଟ୍ କରିଛନ୍ତି ।

କରୋନା ଭଳି କଠୋର ମୁହୂର୍ତ୍ତରେ ସାରାଦଶେକୁ ନିଶ୍ବାସ ଯୋଗାଇ ନିଜ ମହାନ ଆଭିମୁଖ୍ୟର ଦଖୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ସ୍ତମ୍ଭକାର ସୁହଲେ ସଠେଙ୍କ ଏହି ଟୁଇଟ୍ ପରେ ଅନକେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଯଥା ରାଜନୈତିକ ବୟାନବାଜିରେ ମୁଣ୍ଡ ନଖଳୋଇବା ନବୀନଙ୍କ କ୍ଲାସ୍ ଫ୍ୟାକ୍ଟର । ନବୀନଙ୍କ ଶାସନ କାଳରେ ଓଡ଼ିଶାବାସୀ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଜଣେ ୟୁଜର କମଣେ୍ଟ କରିଛନ୍ତି ।

ନୋ ସାଉଣ୍ଡ, ଓନ୍‌ଲି ଆକ୍ସନରେ କାର୍ଯ୍ୟ କରନ୍ତି ନବୀନ ବୋଲି ଆଉ ଜଣେ ୟୁଜର ଟୁଇଟ୍ କରିଛନ୍ତି । ଆଉ ଜଣେ ୟୁଜର ଲଖେିଛନ୍ତି, ନବୀନଙ୍କ ପୂର୍ବରୁ ଓଡ଼ିଶାବାସୀ ବହୁ କଷ୍ଟ ଭୋଗିଥିଲେ । ଓଡ଼ିଶାରେ ଆଇନ ଶୃଙ୍ଖଳା ବିର୍ପଯ୍ୟସ୍ତ ହୋଇପଡ଼ିଥିଲା । ଦୁର୍ନୀତି, ଭ୍ରଷ୍ଟାଚାରରେ ସ୍ଥିତି ସାଂଘାତିକ ହୋଇଥିଲା । ହଲେେ ନବୀନଙ୍କ ଶାସନରେ ଓଡ଼ିଶାରେ ଅନକେ ପ୍ରଗତି ହୋଇଛି । ଯାହା ଏବେ ନବୀନଙ୍କୁ ଜଣେ ଷ୍ଟଟେସମ୍ୟାନ ଭାବେ ପରିଚିତ କରିଛି ।

praise to odisha cm naveen ptanaik on twitter for covid management