ରିଲିଫ୍‍ ପାଣ୍ଠିକୁ ୨ମାସର ଦରମା ଦେଲେ ବାଚସ୍ପତି ପ୍ରଦୀପ କୁମାର ଅମାତ

ଭୁବନେଶ୍ୱର: ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୨ ମାସର ଦରମା ପ୍ରଦାନ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଫୋନୀ ବାତ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ ୨ ମାସର ଦରମାର ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି।