ସୋସିଆଲ ମିଡିଆରେ ଭାଇରାଲ ହେଲା ପୁନମ୍ ପାଣ୍ଡେଙ୍କ ହଟ୍ ଭିଡିଓ, ଦେଖନ୍ତୁ

ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ୍ ପାଣ୍ଡେ ସବୁବେଳେ ନିଜ ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ ନିଜ ସୋସିଆଲ ସାଇଟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ତେବେ ଏଭଳି ଏକ ଘଟଣା ପୁଣିଥରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେ ଏକ ହଟ୍ ଭିଡିଓ ନିଜ ସୋସିଆଲ ସାଇଟରେ ସେୟାର କରିଛନ୍ତି । ଆସନ୍ତୁ ଦେଖିବା…. https://www.instagram.com/p/B1eW1_IgHxt/?utm_source=ig_web_copy_link