ବଲାଙ୍ଗିର : ବହୁ ର୍ଚଚ୍ଚିତ ମମିତା ମହେରେ ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କଲା ବଲାଙ୍ଗୀର ପୋଲିସ ।ବଙ୍ଗୋମୁଣ୍ଡା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେ ଶ୍ୟାମ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ୧୨୦ ଦିନ ପୂର୍ବରୁ ବଲାଙ୍ଗୀର ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ୨ ହଜାର ପୃଷ୍ଠା ର ଚାର୍ଜସିଟ ଦାଖଲ କରିଥିବା ସୂଚନା।