ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ଥିଓରୀ ଆଗରୁ ସରିବ ପ୍ରାକ୍ଟିକାଲ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ବାଣିଜ୍ୟ ଏବଂ ବିଜ୍ଞାନ ଥିଓରୀ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ ଦ୍ୱିତୀୟ ବର୍ଷର ଏହି ବାର୍ଷିକ ପରୀକ୍ଷା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ ଏନେଇ ସିଏଚ୍ଏସ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି କାର୍ଯ୍ୟସୂଚୀ ଅନୁସାରେ ବାଣିଜ୍ୟ ବିଜ୍ଞାନ ପାଇଁ ମାର୍ଚ୍ଚ ପୂର୍ବାହ୍ନ ୭ଟାରେ ମାତୃଭାଷା (ଓଡ଼ିଆ) ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ଏହି ଦିନ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତୀ ପରୀକ୍ଷା ଦେବେ ମାର୍ଚ୍ଚ ୮ରେ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ ଥିଓରୀ ପୂର୍ବରୁ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପରୀକ୍ଷା ହେବ ବୋଲି ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି

ସିଏଚ୍ଏସ୍ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ୨୦୧୯ ଜାନୁଆରି ୨୮ରୁ ଫେବ୍ରୁଆରି ପର୍ଯ୍ୟନ୍ତ ପ୍ରାକ୍ଟିକାଲ ଏବଂ ପ୍ରୋଜେକ୍ଟ ପରୀକ୍ଷା କରାଯିବ