ଏମିତି ବେଶ୍ୟାଳୟ ଯେଉଁଠି ମାଗଣା ମିଳେ ଦେହ ସୁଖ,ରତିକ୍ରୀଡା ଭିଡିଓ ସୁଟିଂରୁ ହୁଏ ରୋଜଗାର

ନୂଆଦିଲ୍ଲୀ : ଦେହ ସୁଖ ପାଇବାକୁ ଅନେକ ବେଶ୍ୟାଳୟକୁ ଯାଇଥାନ୍ତି । ଏଠାରେ ଦେହଜୀବୀଙ୍କୁ ଅର୍ଥ ଦେଇ ଯୈ÷ାନ ସୁଖ ପାଇଥାନ୍ତି ପୁରୁଷ । ହେଲେ ଏମିତି ବି ବେଶ୍ୟାଳୟ ଅଛି ଯେଉଁଠି ଦେହଜୀବୀ ମାନେ ବିନା ଅର୍ଥରେ ପୁରୁଷଙ୍କ ଦେହସୁଖ ଦେଇଥାନ୍ତି । ସେମାନେ ପୁରୁଷଙ୍କ ସହ ରତିକ୍ରୀଡା ଲାଗି କିଛି ବି ଅର୍ଥ ଦାବି କରନ୍ତି ନାହିଁ । ବଂର ଦେହଜୀବୀଙ୍କ ସହ ରତିକ୍ରୀଡାର ଭିଡିଓ ସୁ>ିଂକରି ସେଇ ଭିଡିଓକୁ ବିକି ସେଥିରୁ ଯେୁଁ ଅର୍ଥ ମିଳି ତାକୁ ସେମାନେ ନେଇଥାନ୍ତି । ଏମିତି ଖବରକୁ ଆପଣ ଅବିଶ୍ୱାସ କରୁଥାଇ ପାରନ୍ତି ହେଲେ ଖବର ଟି ସତ ।
ଚେକ ଗଣ ରାଜ୍ୟର ରାଜଧାନୀରେ ରହିଛି ଏମିତି ଏକ ବେଶ୍ୟାଳୟ । ଏଠିକୁ ଯୋ÷÷ନ ସୁଖ ପାଇବାକୁ ଆସୁଥିବା ପୁରୁଷ ମାନେ ବିନା ଅର୍ଥରେ ସେବା ପାଆନ୍ତି । ହେଲେ ସେମାନେ କିଭଳି ଭାବେ ଦେହଜୀବୀଙ୍କ ସହ ରତିକ୍ରିଡା କରିବେ ସେନେଇ ସେମାନଙ୍କୁ ଉପଦେଶ ଦିଆଯାଏ । ଉପଦେଶ ଅନୁସାରେ ସେମାନେ ରତିକ୍ରୀଡା କରନ୍ତି ଓ ତାହାର ଭିଡିଓ ରେକଡିଂ କରାଯାଇ ବିକ୍ରି କରାଯାଏ । ଓ ସେଇ ଅର୍ଥ ଦେହଜୀବୀ ନେଇଥାନ୍ତି । ବେଳି ବେଶ୍ୟାଳୟ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁନ୍ଦର ସାଜସଜ୍କା, ନରମ ବିଛଣା, କ୍ଷୀଣ ଆଲୋକ, ପାଖରେ ଟେଲିଫୋନ୍‌ ତା’ ସହ ସୁନ୍ଦର ଯୁବତୀଙ୍କ ରାତି ବିତାଇଲେ ମଧ୍ୟ ଏଠି ଦେବାକୁ ପଡେନା ଟଙ୍କାଟିଏ ହେଲେ କାରଣ କ’ଣ ଜାଣିଛନ୍ତି। ଅସଲ କାରଣଟା ହେଉଛି କ୍ୟାମେରା। ଏହି ବେଶ୍ୟାଳୟରେ କ୍ୟାମେରା ଥାଏ ଆଉ ଯିଏ ଭିତରକୁ ଯାଇ ରତିକ୍ରୀଡା କରନ୍ତି ତାଙ୍କର ସମସ୍ତ କାର୍ଯ୍ୟକଳାପ ଉକ୍ତ କ୍ୟାମେରାରେ କଏଦ ହୁଏ। କେବଳ ସେତିକି ନୁହେଁ ସେଠାରେ ଥିବା ଟେଲିଫୋନ୍‌ରେ ଗ୍ରାହକମାନଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁଯାୟୀ ଏମାନଙ୍କୁ ସମ୍ପର୍କ ରଖିବାକୁ ପଡେ। କାହିଁକିନା ଏହା ଦ୍ୱାରା ଭଲ ଭାବେ ଭିଡିଓ ଶୁଟିଂ କରାଯାଇପାରିବ। ପରେ ଏହି ଭିଡିଓକୁ ବିକ୍ରିକରି ଯାହା ରୋଜଗାର ହୁଏ ସେଥିରେ ଏହି ବେଶ୍ୟାଳୟ ଚାଲିଥାଏ। ୨୦୧୦ରୁ ଏହାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଆଜିବି ଏହି ବେଶ୍ୟାଳୟର ବେଶ୍‌ ଚର୍ଚ୍ଚା ହୁଏ।