ମେ’ ୧୯ରେ ହେବ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ

ପାଟକୁରା : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୧୯ ତାରିଖ ଦିନ ଏହି ଆସନ ପାଇଁ ଭୋଟ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନର ଧାର୍ଯ୍ୟ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ମେ’ ୧ତାରିଖ ରହିଛି। ମେ୩ ୧୯ ତାରିଖ ନିର୍ବାଚନର ଶେଷ ତାରିଖ ରହିଛି।

ସୂଚନାଯୋଗ୍ୟ ଯେ, ପାଟକୁରାର ବିଜେଡି ପ୍ରାର୍ଥୀ ତଥା ବରିଷ୍ଠ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ସେଠାରେ ନିର୍ବାଚନ ସ୍ଥିତ ରଖା ଯାଇଥିଲା।