ପାଟକୁରା ପାଇଁ ବିଜେଡି, ବିଜେପି ପ୍ରକାଶ କଲେ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଜେଡି ଓ ବିଜେପି  ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ୪୦ ଜଣ ସଦସ୍ୟ ଅଛନ୍ତି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ବେହେରା, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରଣବ ଦାସ, ସମୀର ଦାଶ, ଅନୁଭବ ମହାନ୍ତି, ଅନନ୍ତ ଜେନା, ଚନ୍ଦ୍ରସାରଥି ବେହେରା, ସୁଶାନ୍ତ ସିଂ, ପ୍ରଣବ ବଳବନ୍ତରାୟ, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ନାୟକ, ଅରବିନ୍ଦ ଢାଲି, ଉମା ସାମନ୍ତରାୟ, ବ୍ୟୋମକେଶ ରାୟ, ବ୍ରଜ ପ୍ରଧାନ, ଅଶୋକ ବଳ, ଦେବୀ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର ସାମଲ, ସାମିଲ, ଲତିକା ପ୍ରଧାନ, ସୌଭିକ ବିଶ୍ୱାଳ, ଆୟୁବ ଖାନ୍, ମୁନା ଖାଁ, ସୁବାସ ସିଂ ଓ ମୀନତି ବେହେରା ଅଛନ୍ତି।

ସେହିପରି ଭାରତୀୟ ଜନତା ପାର୍ଟି ବି ଷ୍ଟାର ପ୍ରଚାରକ ତାଲିକା  ପ୍ରକାଶ କରିଛି।  ତାଲିକାରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ଅରୁଣ ସିଂ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେ. ଭି. ସିଂହଦେଓ, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଂଗୀତା ସିଂହଦେଓ, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ମୋହନ ମାଝୀ, ସମୀର ଦେ, ଦାମ ରାଉତ, ସୁରମା ପାଢୀ, ସମୀର ମହାନ୍ତି, ଖାରବେଳ ସ୍ୱାଇଁ, ରୁଦ୍ର ପାଣି, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡ଼ା, ଠାକୁର ରଣଜିତ ଦାସ, ରଘୁନାଥ ମହାନ୍ତି, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମଦନ ମୋହନ ଦତ୍ତ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡ଼ଙ୍ଗୀ, ସୁକାନ୍ତ ନାୟକ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ଶ୍ରୀତମ ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ଓ ହରି ମହାପାତ୍ର।