ଦାଦନ ଯନ୍ତ୍ରଣା: ଗୁଜୁରାଟରେ ଜଳିଗଲେ ୩ ଓଡିଆ ଶ୍ରମିକ

ଗାନ୍ଧୀନଗର/ଯାଜପୁର: ଗୁଜୁରାଟ ଅହମ୍ମଦାବାଦ ନିକଟସ୍ଥ ଓଦ୍ଧବର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୩ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛନ୍ତି । ମୃତକମାନେ ଯମଧର ପଂଚାୟତର…
Read More...

ବିଜେଡି ସଭାପତି ନିର୍ବାଚନ; ନାମାଙ୍କନ ପତ୍ର ଭରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଗହଣରେ ନବୀନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡିର ନିର୍ବାଚନ…
Read More...

ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦: କିଏ କେଉଁ ପୁରସ୍କାର ପାଇଲା ଜାଣନ୍ତୁ…..

ମୁମ୍ବାଇ: ମୁମ୍ବାଇରେ ହୋଇଛି ଦାଦା ସାହେବ ଫାଲକେ ପୁରସ୍କାର-୨୦୨୦ର ଘୋଷଣା । ସିନେମା ଜଗତରେ ସେଲିବ୍ରିଟିଙ୍କ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି । ଏହି ପୁରସ୍କାରରେ ଏବର୍ଷ ସୁପରଷ୍ଟାର ହ୍ରିତିକ ରୋଶନ ବାଜି ମାରି…
Read More...

ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଫୁଟବଲର ଅଶୋକ ଚାଟାର୍ଜୀଙ୍କ ନିଧନ । ଅନ୍ତିମ ନିଶ୍ବାସ ନେବା ସମୟରେ ତାଙ୍କୁ ୭୮ବର୍ଷ ହୋଇଥିଲା ।ଅଶୋକ ଚାଟାର୍ଜୀ ସିନିୟର ଟିମରେ ୩୦ଟି ମ୍ୟାଚ ଖେଳିଥିଲେ । ୧୯୬୫ରେ ସେ ଜାପାନ ବିପକ୍ଷରେ…
Read More...

ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ: ବିଜୟା ରାହଟକର

ଭୁବନେଶ୍ୱର: ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ । ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ୫୦…
Read More...

ଓଡିଶାରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କ୍ରୀଡା ରାଜ୍ୟ ପାଇଁ ଗୌରବ: ଧର୍ମେନ୍ଦ୍ର ପ୍ରଧାନ

କଟକ: ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ…
Read More...

ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କଟକ: କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…
Read More...

ନୂତନ ଭାରତ ଗଠନରେ ଲୋକ ଉଦ୍ୟମର ଭୂମିକା ସମ୍ପର୍କରେ ଡଃ ସୁବ୍ରମଣ୍ୟନ ସ୍ୱାମୀଙ୍କ ଗୁରୁତ୍ୱ ଆରୋପ

ଭୁବନେଶ୍ୱର : ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାଂସଦ ଡଃ ସୁବ୍ରମଣ୍ୟନ ସ୍ୱାମୀ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଅଷ୍ଟାଦଶ Nalco ବତ୍କୃତା ଶୃଙ୍ଖଳା ଅବସରରେ ଉଦ୍‌ବୋଧନ ଦେଇ ‘ନୂତନ ଭାରତ ଗଠନରେ ଲୋକଉଦ୍ୟମଗୁଡ଼ିକର ଭୂମିଜା ଓ…
Read More...

ଓଲଟିଲା ଯାତ୍ରା ପାର୍ଟି ଟ୍ରାକ୍ଟର; ୧୨ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲାର ଟିକିରି ଥାନା ଅଂଚଳର ରତଛୁଆଁରେ ଏକ ଯାତ୍ରା ପାର୍ଟି ଓଲଟିବା ଫଳରେ ୧୨ଜଣ ଗୁରୁତର ହୋଇଥିବା ଖବର ମିଳିଛି ।ଖବର ଅନୁଯାୟୀ, ଗତକାଲି ଶିବରାତ୍ରି ଅବସରରେ ଶିଳାପାଶ ଗ୍ରାମର ଏକ ଯାତ୍ରା ପାର୍ଟି…
Read More...

କାର୍ଯ୍ୟରେ ଅବହେଳା କାରଣରୁ ୨ ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ୨ଜଣ ଶିକ୍ଷକ କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କର ଫେବ୍ରୁଆରି ମାସର ଦରମା ବନ୍ଦ କରିଦେଇଛନ୍ତି ।…
Read More...