ସୋସିଆଲ ମିଡିଆରେ ଭାଇରାଲ ହେଲା ପୁନମ୍ ପାଣ୍ଡେଙ୍କ ହଟ୍ ଭିଡିଓ, ଦେଖନ୍ତୁ

ବଲିଉଡର ଜଣାଶୁଣା ଅଭିନେତ୍ରୀ ପୁନମ୍ ପାଣ୍ଡେ ସବୁବେଳେ ନିଜ ହଟ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । ସେ ସବୁବେଳେ ନିଜ ସୋସିଆଲ ସାଇଟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଭିଡିଓ ଓ ଫଟୋ ସେୟାର କରିଥାନ୍ତି । ତେବେ ଏଭଳି ଏକ ଘଟଣା
Read More...

ସେପ୍ଟେମ୍ବର ୬ରେ ଓଡ଼ିଶା ଫେରିବେ ଜଗା କାଳିଆ

ଭୁବନେଶ୍ୱର:ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ମିଲୁପଡ଼ାର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଖୁବ ଶୀଘ୍ର ଓଡ଼ିଶା ଫେରିବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୬ ରେ ସେମାନେ ଦିଲ୍ଲୀରୁ ଫେରିବେ ରାଜ୍ୟ
Read More...

ବୁର୍ଲା ଭିସୁଟ୍‌ର ୬୧ ଅଧ୍ୟାପକଙ୍କ ୩ ଦିନର ଦରମା ବନ୍ଦ

ସମ୍ବଲପୁର: ମହଙ୍ଗା ପଡ଼ିଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ। ଜୁଲାଇ ୨୫ରୁ ୨୭ ତାରିଖ ଯାଏ ୩ ଦିନ ଧରି  ଆନ୍ଦୋଳନରେ ସାମିଲ ଥିବା ୬୧ ଜଣ
Read More...

୧ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ତାରିଖରେ ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ଇଡ୍‌କଲ୍‌ ହଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। କାର୍ଯ୍ୟକାରିଣୀ
Read More...

ସୁଟିଂ ବିଶ୍ୱ କପରେ ଭାରତକୁ ମିଳିଲା ସ୍ୱର୍ଣ୍ଣ

ରିଓ ଡି ଜେନିରୋ: ରିଓ ଡି ଜେନିରୋ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ କପ୍‌ରେ ଆୟୋଜିତ ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ବର୍ଗରେ ବୁଧବାର ଦିନ ଭାରତୀୟ ସୁଟର୍‌ ଏଲାେଓ୍ଵନିଲ୍‌ ଓ୍ଵାଲାରିଓ୍ଵାନ୍‌ ସ୍ୱର୍ଣ୍ଣପଦକ ଜିଣିଛନ୍ତି।
Read More...

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ

ଭୁବନେଶ୍ବର : ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ଦୁଇ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୦-୨୧ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ବିଦ୍ୟାଳୟ ଓ
Read More...

ଗଞ୍ଜାମ ଜିଲ୍ଲାରେ ଗୁରୁଦିବସରୁ ଆରମ୍ଭ ହେବ ଡିଜିଟାଲ ପାଠପଢ଼ା

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସବୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଛି ଏକ ମୋବାଇଲ୍ ଆପ୍। ଉକ୍ତ ଆପ୍‌ର ନାମ ରଖାଯାଇଛି ‘ମଧୁ’। ଆସନ୍ତା ସେପ୍ଟେମ୍ବର ୫ ତାରିଖ
Read More...

ବନ୍ଦ ହେଲା ହୀରାକୁଦର ୩ଟି ଗେଟ୍

ସମ୍ବଲପୁର:ଆଉ ସେତେ ପରିମାଣରେ ବର୍ଷା ନାହିଁ । ମହାନଦୀର ଉପର ମୁଣ୍ଡରେ ମଧ୍ୟ କିଛିଦିନ ହେଲା ବର୍ଷାର ପରିମାଣ କମ ରହିଛି । ଫଳରେ ହୀରାକୁଦର ଜଳସ୍ତର କମିବାରେ ଲାଗିଛି ।ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ ୬ଟା
Read More...

ତେଲେଙ୍ଗାନା ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ: ୧୨୭୨୩ ନମ୍ବର ହାଇଦ୍ରାବାଦ-ନୂଆଦିଲ୍ଲୀ ତେଲେଙ୍ଗାନା ଏକ୍ସପ୍ରେସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା। ହରିଆନାର ଅସୋତି ଷ୍ଟେସନ ନିକଟରେ ଯାଉଥିବା ବେଳେ ତେଲେଙ୍ଗାନା ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ
Read More...

ଡୋମିନିକ ଗଣରାଜ୍ୟରେ ଜାରି ହେଲା ବାପୁଙ୍କ ଡାକ ଟିକେଟ୍

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡୋମିନିକ ଗଣରାଜ୍ୟ ଗତକାଲି ଏକ ଡାକ ଟିକେଟ୍ ଜାରି କରିଛି। ଭାରତରରାଷ୍ଟ୍ର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଡାକ ଟିକେଟ୍ ଜାରି
Read More...