ଗାଧୋଇବା ବେଳେ ୫ ଜଣ ଭାସିଗଲେ

ଚେନ୍ନାଇ : ତାମିଲନାଡୁର ସାଲେମ୍ ଜିଲ୍ଲାରେ କାବେରୀ ନଦୀରେ ଗାଧୋଇବା ବେଳେ ହଠାତ୍ ବନ୍ୟା ଆସିବାରୁ ୫ ଜଣ ଭାସି ଯାଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସାଲେମ୍ ଜିଲ୍ଲା ଅଗ୍ନିଶମ ଅଧିକାରୀ ସି ମୁରୁଗେସାନ୍…
Read More...

ଆଜି ରଥ ଉପରେ ସୁନାବେଶ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜି ରଥ ଉପରେ ସୁନାବେଶ । ସୁନାବେଶ ବେଶ ଅପରାହ୍ଣ ୫ଟାରେ ଆରମ୍ଭ ହୋଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ରାତି ୧୧ଟା ଯାଏ ଚାଲିବ । ମହାପ୍ରଭୁଙ୍କ ପ୍ରତ୍ୟେକ ବେଶରେ କିଛିନା କିଛି ମାଧୁର୍ଯ୍ୟ…
Read More...

ପ୍ରେମରେ ବାଧକ ସାଜିବାରୁ ମିଛ ଆରୋପ ଲଗାଇ ବାପାକୁ ହତ୍ୟା ଲାଗି ସୁପାରି ଦେଲା ଝିଅ,ତେବେ କଣ କଲା ମା?

ଲୁଧିଆନା : ପ୍ରେମ ଆଗରେ ଅନ୍ଧ ପାଲଟି ଯାଏ ମଣିଷ । ଏମିତିକି ନିଜ ହିତାହିତ ଗ୍ୟାଂନ ହରାଇ ବସେ । କିଏ ପର କିଏ ନିଜର ତାହା ବି ବୁଝିପାରେନା । ଏମିତିକି ରକ୍ତ ସଂପର୍କ ନିଜ ଜନ୍ମ କଲା ବାପା ମାଙ୍କୁ ବି ଶତ୍ରୁ ବୋଲି ଭାବେ ।…
Read More...

ବଢୁଛି ଜଳସ୍ତର, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର  : ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହା ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ହେବା ସମ୍ଭାବନା ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।   ଆସନ୍ତା କାଲି…
Read More...

ଗାଁ ରାସ୍ତାରେ ଯୁବତୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ବାଙ୍କି : ଗାଁ ଦାଣ୍ଡରେ ଜେଣେ ଯୁବତୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଦୁର୍ବୁତ । ଦିନ ଦ୍ବିପ୍ରରରେ ଗୋଡେଇ ଗୋଡେଇ ପିଟିଲେ ବି କେହି ପ୍ରତିବାଦ କଲେନି । ଏମିତି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ବାଙ୍କିର ବୋତଳମା…
Read More...

ସଅଳ ବାହୁଡ଼଼ି ଆସିଲେ ମହାବାହୁ

ପୁରୀ  : ପ୍ରବଳ ବର୍ଷା ଓ ମେଘୁଆ ପାଗ ସତ୍ତ୍ବେ ଆଜି ପୁରୀରରେ ବାହୁଡ଼ା ସମ୍ପନ୍ନ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆଜି ନିର୍ଦ୍ଧାରିତ ସମୟର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ତିନି ରଥ ସିଂହଦ୍ବାର ନିକଟରେ…
Read More...

ପଛରୁ ପିଟି ଦେଲା ଟ୍ରକ,୩ ମୃତ

ଭୁବନେଶ୍ୱର  : ଶନିବାର ତିନି ଯୁବକଙ୍କ ପାଇଁ ଯେମିତି ଥିଲା କାଳ ରାତି । ସଡକ ଦୁର୍ଘଟଣାରେ ଯାଇଛି ତିନି ଯୁବକଙ୍କ ପ୍ରାଣ । ରାଜଧାନୀରେ ଘଟିଛି ଏମିତି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା । ବାଣିବିହାର ଛକର ପାଖ ସତସଙ୍ଗ ବିହାର…
Read More...

ବିଚ ରାସ୍ତାରେ କାହିଁକି ନାଚିଲେ ଏସିଆର ଟପ ଥ୍ରୀ ସେକ୍ସି ମହିଳା? ଭିଡିଓ ଭାଇରାଲ

ମୁମ୍ବାଇ : ବିଚ ରାସ୍ତାରେ ନିଜ କାରରୁ ହଟାତ ଓହ୍ଲାଇଲେ ଅଭିନେତ୍ରୀ । ଆଉ ଆରମ୍ଭ କରିଦେଲେ ହଟ ଡ୍ୟାନ୍ସ । ସମସ୍ତଙ୍କ ଆଗରେ ଏମିତି ନାଡିଲେ ଯେ,ଯିଏ ଦେଖିଲେ ଟିକିଏ ଅଟକିଗଲେ । ଏସିଆ ସେକ୍ସି ମହିଳା ଭାବେ ସ୍ଥାନ ପାଇଥିବା…
Read More...

ନାସାର ସୂର୍ଯ୍ୟାଭିଯାନ

କେପ୍ କାନାଭେରାଲ : ସୂର୍ଯ୍ୟଙ୍କ ଖୁବ ନିକଟକୁ ଯାନ ପଠାଇବ ନାସା । ଅତିଶୟ ଉତ୍ତପ୍ତ ବାତାବରଣରେ ସୋଲାର କରୋନା ବା ସୌର ତେଜ ଯୋଗୁଁ ଉତ୍ପନ୍ନ ହେଉଥିବା ସୌର ପବନର କଳଣା କରିବ ଆମେରିକାର ଜାତୀୟ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍…
Read More...

ଆଜି ବାହୁଡ଼ାଯାତ୍ରା : ବାହୁଡିବେ ମହାବାହୁ

ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ାଯାତ୍ରା । ନବଦିନ ଯାତ୍ରାସାରି ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିବର୍ଷ ରଥଯାତ୍ରା…
Read More...