ଭାରତରେ କୋରୋନା ଭାଇରସ: ଦୁଇ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଚିହ୍ନଟ । ଦୁଇ ଜଣ ଯାତ୍ରୀଙ୍କ ଠାରେ ଏହି ନମୁନା ରହିଥିବା ରିପୋର୍ଟ ହୋଇଛି । ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ଏହି ସୂଚନା ।ଜଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ…
Read More...

ପୱନର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପୱନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏନ.ଭି ରମଣଙ୍କ ୫ଜଣିଆ ଖଣ୍ଡପୀଠରେ ଏହି ମାମଲାର ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ…
Read More...

ପୁଣିଥରେ ଓଡିଶାରେ ବର୍ଷା

ଭୁବନେଶ୍ୱର: ପୁଣିଥରେ ପାଗର ପରିବର୍ତନ ଆସିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ଗଜପତି ଓ…
Read More...

ସୁରଙ୍କ ଧମକ: ଆରଟିଓ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମ ଓ ଟ୍ରାଫିକ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରେସମିଟ। ଗତକାଲି ଆର ଟିଓ କର୍ମଚାରୀ ଓ ପୋଲିସ ଜନ ସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିବା ଅଭିଯୋଗ। ଜବରଦସ୍ତ ଖରାପ…
Read More...

କୋରୋନା ଭାଇରସ: ଇଟାଲିରେ ଫସିଛନ୍ତି ୮୫ଜଣ ଭାରତୀୟ ଛାତ୍ର,ସାହାଯ୍ୟ ପାଇଁ ପଠାଇଲେ ବାର୍ତା

ଜୟପୁର: ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିବେଦନ କରି ଜରୁରୀ ବାର୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତର ଇଟାଲିର ଲୋମ୍ବାର୍ଡି…
Read More...

ପ୍ରଥମ ଓଡ଼ିଆ ହେଲେ ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ

ବ୍ରହ୍ମପୁର: ଆର୍ମି(ମେଡିକାଲ)ର ଲ୍ୟୁଟନାଂଟ ଜେନେରାଲ ପଦବୀରେ ପ୍ରଥମ ଓଡ଼ିଆ ଭାବେ ସଞ୍ଜୟ ଦର୍ଶନ ବେହେରା ଅବସ୍ଥାପିତ ହୋଇଛନ୍ତି । ସଞ୍ଜୟ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ରାଧାକୃଷ୍ଣ ସାହିର ମୂଳବାସିନ୍ଦା।…
Read More...

୫ରେ ବିଜୁ ପଟ୍ଟନାୟକ ମିନି ମାରାଥନ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ “ବିଜୁ ପଟ୍ଟନାୟକ ମିନି ମାରାଥନ” ଆୟୋଜିତ ହେବାକୁ ଯାଉଛି। ୬ଟି ବର୍ଗରେ ଉଭୟ…
Read More...

ଧାମରା ବନ୍ଦର ପରିସରରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ପରିସରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି ।ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଧାମରା…
Read More...

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ: ସଂସଦରେ ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦିଲ୍ଲୀ ହିଂସାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।କଂଗ୍ରେସ ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାରେ କାର୍ଯ୍ୟ ସ୍ଥଗିତ ପ୍ରସ୍ତାବ ନୋଟିସ…
Read More...

୪ ଯୁବ ବିଧାୟକଙ୍କୁ ମିଳିଲା ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ବ

ବାରିପଦା: ମୟୂରଭଞ୍ଜରେ ସଂଗଠନ ସଜାଡ଼ିବା ପାଇଁ ଅଂଟା ଭିଡ଼ିଲା ବିଜେଡି । ଏହି କ୍ରମରେ ଆଜି ଦଳ ୪ ଯୁବ ବିଧାୟକଙ୍କୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାନସଭା ଦାୟିତ୍ୱ ବାଂଟିଛି ।କରଞ୍ଜିଆ, ଯଶିପୁର ପାଇଁ ପର୍ଯ୍ୟବେକ୍ଷକ…
Read More...