୧ ରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର: ଫେବୃଆରୀ ୧ ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବାବେଳେ ୫ ରୁ ଆରମ୍ଭ ହେବ ଯାତ୍ରା । ଏଥର ଖଣ୍ଡଗିରି ଯାତ୍ରାରେ ୧୨ଟି ଯାତ୍ରା ମଇଦାନକୁ ଓହ୍ଲାଇବାକୁ ଥିବାବେଳେ ୬ଟି ସ୍ଥାନରେ ଯାତ୍ରା ମଂଚସ୍ଥ ହେବ । ମାତ୍ର…
Read More...

କଳ୍ପନା ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: କଳ୍ପନା ଫଳ ଭେଣ୍ଡି ଜୋନରେ ଭୟଙ୍କର ଅଗ୍ନିକାଣ୍ଡ। ସମ୍ପୂର୍ଣ୍ଣ ପାଉଁଶ ହୋଇଛି ମା’ ତାରିଣି ଭେଣ୍ଡିଂ ଜୋନ। ଗୁରୁବାର ବିଳମ୍ବିତ ରାତିରେ ହଠାତ କଳ୍ପନା ଫଳ ଭେଣ୍ଡି ଜୋନରେ ହୁ ହୁ ହୋଇ ନିଆଁ ଲାଗିଥିବାର ଖବର…
Read More...

୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗିର:  ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଗଠନ ନେଇ ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସମସ୍ତ ବାରର ଓ ଓକିଲ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଯାଂଚ ପରେ ୪୧୧ଟି ନାମାଙ୍କନ ପତ୍ର ଖାରଜ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ ୨୧ ଜାନୁଆରୀ ରହିଥିଲା। ସମସ୍ତ ୭୦ ସିଟ୍ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଂଚ ଏବଂ ୨୪ରେ…
Read More...

ଗିରଫ ହେଲେ ପୂର୍ବତନ ବିଧାୟକ ଅନାମ ନାଏକ

କଟକ: ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଗତ ୧୭…
Read More...

ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣା; ୩ ଅଭିଯୁକ୍ତଙ୍କ ନାଁରେ ରୁଜୁ ହେଲା ଏନଏସଏ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଅଭିଯୁକ୍ତଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନ୍ (ଏନଏସଏ) ରୁଜୁ କରାଇଛି । ୩ ଅଭିଯୁକ୍ତ ହେଲେ ; ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ, ପ୍ରତ୍ୟୁଶ…
Read More...

କଲେଜ କମିଟିରେ ବିଧାୟକ ସଦସ୍ୟ ମନା; ସରକାରୀ ଅଧ୍ୟାପକ କରିବେନି ଟ୍ୟୁସନ

ଭୁବନେଶ୍ୱର: ଏଥର କଲେଜ କମିଟିରେ ସ୍ଥାନୀୟ ବିଧାୟକ ସଦସ୍ୟ ଭାବେ ରହିପାରିବେନି । ଏଥିସହ ସରକାରୀ ଅଧ୍ୟାପକ ମାନେ ଟ୍ୟୁସନ କରିପାରିବେ ନାହିଁ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ଆଜି…
Read More...

ରାଜ୍ୟର ପ୍ରଥମ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ଯନ୍ତ୍ର ଉଦଘାଟିତ

ଭୁବନେଶ୍ବର: ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇଛି ଦେଶର ପ୍ରଥମ ସରକାରୀ ପ୍ରକଳ୍ପ । ଯାହାକୁ ପଲିକ୍ରାକ ବୈଷୟିକ ଓ ପ୍ରଯୁକ୍ତି ପ୍ରଣାଳୀରେ ବ୍ୟବହୃତ କରାଯାଇଛି । ଭିତିପ୍ରସ୍ତର ଠାରୁ…
Read More...

ଆସାମର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୮ ସଂଗଠନର ୬୪୪ ଉଗ୍ରବାଦୀ କଲେ ଆତ୍ମସମର୍ପଣ

ଗୌହାଟୀ : ଆସାମର ୮ଟି ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନର ୬୪୪ ଉଗ୍ରବାଦୀ ୧୭୭ ଅସ୍ତ୍ରଶସ୍ତ୍ର ସହ ଗୁରୁବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ଉପସ୍ଥିତିରେ ଏହି ସମସ୍ତ…
Read More...