ବାରଣାସୀରୁ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କୀ ଗିରଫ

ବାରଣାସୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଗୁଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର କଡା ନଜର ରହିଛି । ଏହି କ୍ରମରେ ସୋମବାର ଅଧ୍ୟାତ୍ମିକ ସହର ବାରଣାସୀରୁ ଆଇଏସ ଆତଙ୍କୀ ସଙ୍ଗଠନ ସହ ଜଡିତ…
Read More...

୨୦୨୦-୨୧ ବଜେଟ: ସରିଲା ହାଲୁଆ ସମାରୋହ

ନୂଆଦିଲ୍ଲୀ: ଆରମ୍ଭ ହେଲା ୨୦୨୦-୨୧ ବଜେଟ ଦସ୍ତାବିଜ ଛାପା କାର୍ଯ୍ୟ। ସଂସଦର ନର୍ଥ ବ୍ଲକ ସ୍ଥିତ ଅର୍ଥ ମନ୍ତ୍ରଣାଳୟରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ପାରମ୍ପରିକ ହାଲୁଆ ସମୋରୋହ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର…
Read More...

ଆରମ୍ଭ ହେଲା ଏମପିଏଲ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସହରାଂଚଳରେ ଟିକସ ଆଦାୟ କରିବାକୁ ସରକାରଙ୍କ ଅଭିନବ ପ୍ରୟାସ। ଆରମ୍ଭ ହେଲା ଏମପିଏଲ । ୯ଟି ବଡ ସହରାଂଚଳକୁ ନେଇ ଆରମ୍ଭ ହୋଇଛି ମ୍ୟୁନିସିପାଲ ପ୍ରିମିୟର ଲିଗ(ଏମପିଏଲ) । ଏମାନଙ୍କ ମଧ୍ୟରୁ ଯିଏ ଅଧିକ ଟିକସ ଆଦାୟ…
Read More...

ପରୀକ୍ଷା ପେ’ ଚର୍ଚ୍ଚା: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଚିନ୍ତା ନ କରିବାକୁ ଉପଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ତାଲ୍‌କତୋରା ଷ୍ଟାଡିୟମ୍‌ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣରେ ଅଭିଭାବକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଉପଦେଶ ଦେଇଛନ୍ତି। ଏହା ସହ ଏଥିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଚିନ୍ତା…
Read More...

ଜାତିଗତ ଗନଗଣନାକୁ ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତେଲି ସମାଜ

ଭୁବନେଶ୍ୱର: ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି ।…
Read More...

ଗୋବିନ୍ଦା-କରିସ୍ମାଙ୍କ ଏହି ଗୀତରେ ରୋମାନ୍ସ କରିବେ ବରୁଣ-ସାରା

ମୁମ୍ବାଇ: ଖୁବ୍ ଶୀଘ୍ର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ୍ “କୁଲି ନଂ-୧” ରେ ଦେଖାଦେବେ । ଯାହାର ସୁଟିଂ ମଧ୍ୟ ଶେଷ ହୋଇଯାଇଛି । ତେବେ ଏହି ଫିଲ୍ମର ସୁଟିଂ ଆରମ୍ଭ ଦିନଠାରୁ ସବୁବେଳେ ଲାଗିରହିଛି ଚର୍ଚ୍ଚା । ଏହ ଫିଲ୍ମଟି…
Read More...

ଶିରିଡିର ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

ଶିରିଡି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସାଇବାବା ଜନ୍ମଭୂମିକୁ ନେଇ ଦେଇଥିବା ବୟାନକୁ ନେଇ ଗତକାଲି ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିରିଡି ବନ୍ଦ କରାଯାଇଥିଲା । ଗତକାଲି ଏହି ବନ୍ଦ ବିଳମ୍ବିତ ରାତିରେ ପ୍ରତ୍ୟାହାର…
Read More...

ମାର୍କେଟ ବିଲ୍ଡିଂ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ବର: ଗିରଫ ହେଲେ ମାର୍କେଟ ବିଲ୍ଡିଂ ଗୁଣ୍ଡାରାଜ ଘଟଣାର ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୧୦ ଦିନ ପରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୋଲିସ । ଆଉ ଘଟଣା ପଛରେ କାହାଣୀ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।…
Read More...

୨୩ରୁ ପୁଣି ରାଜ୍ୟରେ ଶୀତ

ଭୁବନେଶ୍ୱର: ୨୩ରୁ ରାଜ୍ୟରେ ପୁଣିଥରେ ଶୀତ ଲେଉଟିବ ବୋଲି ଜଣାପଡିଛି । ସେ ପର୍ଯ୍ୟନ୍ତ ରାତିରେ ଶୀତର ମାତ୍ରାେ ସେଭଳି କୌଣସି ପରିବର୍ତନ ଦେଖାଯିବନାହିଁ । ଦୁଇ ଦିନ ଯାଏ ସର୍ବନିମ୍ନ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ…
Read More...

ଭୁବନେଶ୍ୱରରୁ ସୁରଟକୁ ଉଡିଲା ବିମାନ

ଭୁବନେଶ୍ୱର: ବହୁଦିନ ପରୀକ୍ଷାର ଆଜି ଘଟିଛି ଅନ୍ତ । ଆଜିଠାରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ସେବା ଆରମ୍ଭ ହୋଇଛି । ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ନିଜର…
Read More...