ସମ୍ବଲପୁରର ସାମୂହିକ ବିକାଶ ଏବଂ ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତି ନେଇ ହେଲା ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ଆଜି ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ମାନଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଆଶୀର୍ବାଦ…
Read More...

ବିଜେଡିରେ ମିଶିଲେ ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ

ଆଜି ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଓ ତାଙ୍କ ପୁଅ ନମନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା…
Read More...

ଛତିଶଗଡରେ ଗୁଳିବିନିମୟ; ୧୮ ମାଓବାଦୀ ନିହତ

ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ଜଣେ ବରିଷ୍ଠ ନେତାଙ୍କ ସମେତ ଅତିକମରେ…
Read More...

ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍ କଲ୍‌ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା…
Read More...

ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ…
Read More...

ପ୍ରକାଶ ପାଇଲା ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ, ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ

ପ୍ରକାଶ ପାଇଛି ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ । ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଦ୍ୱିତୀୟ…
Read More...

୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…ରାଉରକେଲା: ଦିଲ୍ଲୀପ ରାୟପାଟଣା:…
Read More...

ବିଜେଡି ଧର୍ମୀୟ ଭାବନା ସହ ଖେଳ କରି ଲୋକଙ୍କୁ ମାନସିକ ଆଘାତ ଦେଉଛି: ବିଜେପି

ବିଜୁ ଜନତା ଦଳ ଦୀର୍ଘଦିନ ଶାସନରେ ରହିବା ପରେ ମଧ୍ୟ ଭ୍ରଷ୍ଟାଚାର, ବ୍ୟଭିଚାର, ଲୋକଙ୍କ ବିଶ୍ୱାସ, ହୀନ ରାଜନୀତି କରିବାରେ ସୀମା ଉଲଘଂନ କରିଆସିଛି, ଯାହା ବିଜେପି ବାରମ୍ବାର ଅଭିଯୋଗ କରିଛି । କିନ୍ତୁ ଏଥର ବିଜେଡି ଧର୍ମୀୟ…
Read More...

ଏଥର ରାଜ୍ୟରେ କମ୍ ରହିବ ମୌସୁମୀ ବର୍ଷା

ଏଥର ମୌସୁମୀ ବର୍ଷା, ଦେଶରେ ଅଧିକ, ରାଜ୍ୟରେ କମ୍ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ହେଲେ ରାଜ୍ୟରେ…
Read More...