ମୁଖ୍ୟମନ୍ତ୍ରୀଙ୍କ୧୪ ଦିନିଆ ମାସ୍କ ଅଭିଯାନକୁ ସଫଳ କରିବା ନିମନ୍ତେ ଓଏସଏଲ ପକ୍ଷରୁ ଏକ ଲକ୍ଷ ମାସ୍କ ବଣ୍ଟନ ଲକ୍ଷ

କଟକ:ଜନ ସାଧାରଣଙ୍କମଧ୍ୟରେ ସଚେତନତା ବଢାଇବାପାଇଁ ଭାତରର ପୂର୍ବଦିଗରେ ଅବସ୍ଥିତ ଓଡିଶାର ଏକ ପ୍ରମୁଖ କର୍ପୋରେଟହାଉସ ଓଡ଼ିଶା ଷ୍ଟେବେଡ୍ରସ ଲିମିଟେଡ଼(ଓଏସଏଲ) ପକ୍ଷରୁ ଏକ ଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବାପାଇଁ ନିଷ୍ପତ୍ତିନି ଆଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ କରୋନା ମୁକାବୁଲା ପାଇଁ୧୪ ଦିନିଆ ମାସ୍କଅଭିଯାନ ଅବସରରେ ଓଏସଏଲ ପକ୍ଷରୁ ସାଧାରଣଲୋକ ଏବଂ ମହିଳାମାନଙ୍କୁ ମାସ୍କ ବାଣ୍ଟିବା କଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଏସଏଲ ଅଧକ୍ଷ ଶ୍ରୀ ମହିମା ମିଶ୍ର ଉକ୍ତକାର୍ଯ୍ୟକ୍ରମକୁ ଉଦଘାଟନ କରିବାସହ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିକରିବା ନିମନ୍ତେ ମାଗଣା ମାସ୍କ ବଣ୍ଟନ କରିଥିଲେ।

ଏହି ଅବସରରେ ସେ କହିଥିଲେ ଓଏସଏଲ ଏକ ଲକ୍ଷ ମାସ୍କ ଗରିବ ଓ ଅସହାୟ ଲୋକଙ୍କୁ ବାଣ୍ଟିବାପାଇଁ ଲକ୍ଷରଖିଛି। ଓଏସଏଲ ଗତ ତିନି ବର୍ଷମଧ୍ୟରେ ବହୁସାମାଜିକ କାଯ୍ୟ ସହ ଜଡ଼ିତ ହୋଇଆସିଅଛି। ମୁଖ୍ୟମନ୍ତ୍ରୀଙ୍କ ମାସ୍କ ଅଭିଯାନର ଘୋଷଣା ପରେ କମ୍ପାନୀ ପକ୍ଷରୁ ମାସ୍କ ବଣ୍ଟନ କାଯ୍ୟ ଆରମ୍ଭକରାଯାଇଛି । ଏହି କଯ୍ୟକ୍ରମ ଓଏସଏଲ କଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଥିଲା। ଓଏସଏଲନିର୍ଦ୍ଧେଶକ ଶ୍ରୀଚନ୍ଦନମିଶ୍ର, ଶ୍ରୀଚର୍ଚ୍ଚିତମିଶ୍ର ନିର୍ଦେଶକ (ଅର୍ଥ) ଚିନ୍ମୟ ମିଶ୍ର ଏହି କଯ୍ୟକ୍ରମରେ ଯୋଗଦେଇଥିଲେ।

୧୪ ଦିନିଆ ମାସ୍କ ଅଭିଯାନକୁ ସହଯୋଗ କରି ଶ୍ରୀମି ଶ୍ରକହିଥିଲେ ଓଏସଏଲଗ୍ରୁପ ଏହି କଯ୍ୟକ୍ରମକୁ ସହଯୋଗକରିବ। ଆଜି ଏହିକଯ୍ୟକ୍ରମ କଟକଠାରେ ଆରମ୍ଭ କରାଯାଇଛି ଏବଂ ଆଗାମୀଦିନରେ ଓଏସଏଲକାଯ୍ୟ କରୁଥିବା ଭାରତର ବିଭିନ୍ନ ଜାଗାରେ ମାସ୍କ ବଣ୍ଟା କାଯ୍ୟ ଜାରି ରହିବ। ଅନ୍ୟ କର୍ପୋରେ ଟହାଉସ ମଧ୍ୟ ଏହି ମହାମାରୀ ସମୟରେ ସହଯୋଗର ହାତ ବଢାଇବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି। ହାତ ବଢାଇବାକୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି।

OSL aims to distribute one lakh free masks under Chief Minister’s Mask Abhiyan