କୋରୋନା ପାଇଁ ବାତିଲ ହେଲା ଓପିଏସସି ପରୀକ୍ଷା

କଟକ: କୋରୋନା ପାଇଁ ବାତିଲ ହୋଇଛି ଓପିଏସସି ପରୀକ୍ଷା । ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ କରିଛି ଓପିଏସସି । ସମସ୍ତ ଲିଖିତ ଓ ମୌକ୍ଷିକ ପରୀକ୍ଷା ବାତିଲ ନେଇ ଆଜି ଓପିଏସସି ପକ୍ଷରୁ ସୂଚନା ମିଳିଛି ।