ଭୁବନେଶ୍ୱର: ରାଜ୍ୟରେ ଆଉ ଏକ କରୋନା ଚିହ୍ନଟ ହୋଇଛନ୍ତି । ଏହି ନୂତନ କରୋନା ପଜିଟିଭ୍ ନୟାଗଡ ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ରାଜ୍ୟର ଆଉ ଏକ ଜିଲ୍ଲାକୁ ପ୍ରବେଶ କଲା କରୋନା । ତେବେ ସେ ହେଉଛନ୍ତି ୪୦ ବର୍ଷୀୟ ପୁରୁଷ । ସେ ସୁରତ ଫେରନ୍ତା ବୋଲି ଜଣାପଡିଛି । ତାଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୮୯ ରେ ପହଂଚିଛି ।