ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର : ୟୁନିଟ ପିଛା ର୍ସବନିମ୍ନ ୩୦ ପଇସା ବୃଦ୍ଧି

ଭୁବନଶେ୍ୱର: ରାଜ୍ୟରେ ବୃଦ୍ଧି ଘଟିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ କଲେ OERC । ଗତର୍ବଷ ତୁଳନାରେ ୫.୬୦ ପ୍ରତିଶତ ବଢିଲା ୟୁନିଟ ପିଛା ବିଦ୍ୟୁତ ଦର । ର୍ସବନିମ୍ନ ୩୦ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି । ସପେଟେ ଏପ୍ରିଲ ୪ରୁ ଏହି ନୂଆ ର୍ବଦ୍ଧିତ ଦର ଲାଗୁହବୋ ନେଇ ମଧ୍ୟ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ସପେଟେ ପ୍ରିପଡେ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ରହିବ । ବଢିଥିବା ନୂଆ ବିଲରୁ ବାଦ ପଡିବେ କୃଷି ଏବଂ ବିପିଏଲ ପରିସରଭୁକ୍ତ ଲୋକେ । ଅର୍ଥାତ କୃଷି ଏବଂ ବିପିଏଲ ଶ୍ରଣେୀ ପରିସରଭୁକ୍ତ ର୍ବଗଙ୍କ ପାଇଁ ର୍ବଦ୍ଧିତ ଦର ଲାଗୁ ହବେନାହିଁ । ବିତରଣ ତାରିଫରେ ୩ ପଇସା ବୃଦ୍ଧି କରାଯାଇଛି । ୨୫ ପଇସାରୁ ୨୮ ପଇସା ହୋଇଛି ବିତରଣ ତାରିଫ ଦର । ନୂଆ ବୃଦ୍ଧି ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ସୂଚନା ମୁତାବକ ପୂର୍ବରୁ ୫୦ ୟୁନିଟ ର୍ପଯ୍ୟନ୍ତ ୟୁନିଟ ପିଛା ଦର ରହିଥିଲା ୨ଟଙ୍କା ୭୦ ପଇସା । ନୂଆ ଦର ଲାଗୁ ପରେ ୫୦ ୟୁନିଟ ର୍ପଯ୍ୟନ୍ତ ୟୁନିଟ୍ ପିଛା ଦର ହବେ ୩ ଟଙ୍କା ହବେ । ସହେିପରି ୨୦୦ ୟୁନିଟ ର୍ପଯ୍ୟନ୍ତ ୪ଟଙ୍କା ୫୦ ପଇସା ଥିଲାବଳେେ ଏହା ବୃଦ୍ଧି ଘଟି ୪.୮୦ ହବେ । ର୍ବତ୍ତମାନ ୨୦୧-୪୦୦ ୟୁନିଟ ପିଛା ଦର ରହିଛି ୫.୫୦ ପଇସା ଏବଂ ନୂଆ ଦର ଲାଗୁହଲେେ ୫.୮୦ ପଇସା ହବେ । ସହେିପରି ୪୦୦ ୟୁନିଟରୁ ଅଧିକ ୟୁନିଟ ପିଛା ଦର ୫.୯୦ ପଇସା ରହିଥିବା ବଳେେ ର୍ବଦ୍ଧିତ ଦର ଅନୁଯାୟୀ ଏହା ୬.୨୦ ପଇସା ହବେ ବୋଲି ସୂଚନା ଦେଇଛି OERC ।

oerc increase electricity bill three paisa per unit