ହ୍ୱାଟସଆପ୍ ଜରିଆରେ କୋଭିଡ ହେଲପଡେସ୍କ ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସରକାର ହ୍ୱାଟସଆପ୍ କୋଭିଡ ହେଲପଡେସ୍କ ଆରମ୍ଭ କରିଛନ୍ତି ।

ହ୍ୱାଟସଆପ୍‌ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍‌ଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ କ୍ଲିକ୍ କରି ପାରିବେ।

ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ଯେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟନ ଏବେ ଅତି ସହଜରେ ମିଳିପାରିବ।