ଓଡିଶାରେ ଏପ୍ରିଲ ୧୧ରୁ ଭୋଟ, ପଢନ୍ତୁ କେଉଁ ତାରିଖରେ କେଉଁ ବିଧାନସଭା ସିଟରେ ଭୋଟ

ଭୁବନେଶ୍ବର : ଓଡିଶାରେ ଚାରୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୧ରୁ ଆରମ୍ଭ ହେବ ପ୍ରଥମପର୍ଯ୍ୟାୟ ମତଦାନ । ତେବେ ଆସନ୍ତୁ ଜାଣିବା କେଉଁ ପର୍ଯ୍ୟୟରେ କେିଁ ଲୋକସଭା ଓ କେଉଁ ବିଧାନସଭା ଆସନରେ ହେବ ଭୋଟ ।

ଏପ୍ରିଲ ୧୧ ପ୍ରଥମ ପ୍ରର୍ଯ୍ୟାୟ ମତଦାନ

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଓ ତା ଅଧିନରେ ଥିବା ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ ।

ଏପ୍ରିଲ ୧୧ରେ ମତଦାନ ହେବାକୁ ଥିବା ବିଧାନସଭା ଆସନ ହେଲା

ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର,ଡାବୁଗାଁ, କୋଟପାଡ଼, ମାଲାକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପଳପୁର, ବହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଲାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ ।

ଏପ୍ରିଲ ୧୮ ଦ୍ବିତୀୟ ପ୍ରର୍ଯ୍ୟାୟ ମତଦାନ

ବରଗଡ଼, ଆସିକା, ବଲାଙ୍ଗିର, କନ୍ଧମାଳ, ସୁନ୍ଦରଗଡ଼ ଲୋକସଭା ଆସନ

ବିଧାନସଭା ଆସନ ଗୁଡିକ ହେଲା, ପଦ୍ମପୁର, ବିଜେପୁର, ବଡ଼ଗଡ଼,ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗିର, ଟିଟିଲାଗଡ଼, କଣ୍ଟାବାଞ୍ଝି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ।

ଏପ୍ରିଲ ୨୩ ତୃତୀୟ ପ୍ରର୍ଯ୍ୟାୟ ମତଦାନ

ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପୁରୀ

ବିଧାନସଭା ଆସନ ଗୁଡିକ ହେଲା, କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ,କଟକ ସଦର,ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକ୍ରାମ ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ।

ଏପ୍ରିଲ ୨୯ ତୃତୀୟ ପ୍ରର୍ଯ୍ୟାୟ ମତଦାନ

ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ

ବିଧାନସଭା ଆସନ ଗୁଡିକ ହେଲା,ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଷି, ଉଦଳା, ବାରିପଦା, ମୋରଡ଼ା, ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ନିଆଳୀ, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ।