କଂଗ୍ରେସର ଲୋକସଭା ଓ ବିଧାନସଭା ଚୁଡାନ୍ତ ସାମ୍ଭବ୍ୟ ପ୍ରାର୍ଥୀ ତାଲିକା ଗଲା ଦିଲ୍ଲୀ

ରାହୁଲଙ୍କ ମୋହର ପରେ ହେବ ଘୋଷଣା

ଭୁବନେଶ୍ବର : କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା । ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ବରଗଡ଼ ଲୋକସଭା ପାଇଁ ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତା, ସୁନ୍ଦରଗଡ଼ ଲୋକସଭା ପାଇଁ ଜର୍ଜ ତିର୍କୀ ଓ ପ୍ରଫୁଲ ମାଝି, ସମ୍ବଲପୁର ପାଇଁ  ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନା, କେନ୍ଦୁଝର ପାଇଁ ହରମୋହନ ସୋରେନ ଓ ବିନୀତା ମାଝି, ବାଲେଶ୍ବର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳ, ଯାଜପୁର ପାଇଁ ମାସନ ଜେନା ଓ ଅର୍ଜୁନ ଚରଣ ଦାସ , ଢ଼େଙ୍କାନାଳ କେପି ସିଂଦେଓ ଓ ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ, ବଲାଙ୍ଗିର ପାଇଁ  ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣ କୁମାର ମେହେର, କଲାହାଣ୍ଡି ପାଇଁ ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ, ନବରଙ୍ଗପୁର ପ୍ରଦୀପ ମାଝି ଓ ଚନ୍ଦ୍ରଶେଖର ମାଝି, କନ୍ଧମାଳ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ଶେଖର ପରିଡ଼ା, କଟକ ପଞ୍ଚାନନ କାନୁଗୋ ଓ ସୁରୋସ ମହାପାତ୍ର, କେନ୍ଦ୍ରାପଡ଼ା ଧରଣୀଧର ନାୟକ ଓ ଚନ୍ମୟ ବେହୁରା, ଜଗତସିଂହପୁର ବିଭୂ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ପୁରୀ ପାଇଁ ସତ୍ୟପ୍ରକାଶ ନାୟକ ଓ ବିଶ୍ବ ରଞ୍ଜନ ମହାନ୍ତି, ବ୍ରହ୍ମପୁର ପାଇଁ ତରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା, କୋରାପୁଟ ପାଇଁ ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକାଙ୍କ ନାଁ ପଠାଯାଇଛି ।

ବିଧାନ ସଭା ପାଇଁ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ( ଗଣମାଧ୍ୟକୁ ଆସିଥିବା)

ପଦ୍ମପୁର- ସତ୍ୟଭୂଷଣ ସାହୁ,ଦେବରାଜ ବାଘ

ବିଜେପୁର- ରିପୁ ନାଥ ସେଠ, କିଶୋର ଦଫାଦତ

ବରଗଡ଼- ନିପନ ଦାସ, ସାଧୁ ନେପାକ

ଅତାବୀରା- ନିହାର ମହାନନ୍ଦ, ସୁଜାତା ବାଘ

ଭଟଲୀ- ସତ୍ୟନାରାୟଣ ଦେବତା, ସରୋଜ ମହାପାତ୍ର

ଝାରସୁଗୁଡ଼ା- ବିରେନ୍ଦ୍ର ପଣ୍ଡା, ଅଶୋକ ମିଶ୍ର

ତଲସରା- ପ୍ରଫୁଲ ମାଝି, ତ୍ରିକେଣୀ ମାଝି

ସୁନ୍ଦରଗଡ଼- ସୁମିତ୍ରା ବିଶ୍ବାଳ, ଜଟିଆ ମୁଣ୍ଡା

ବୀରମିତ୍ରପୁର- ପଟେଲ ବର୍ଲା, ସୁଷମା ନାୟକ

ରଘୁନାଥ ପାଲି- ଗୋପାଳ ଦାସ, ଗଜେନ୍ଦ୍ର ତାନ୍ତି

ରାଉରକେଲା- ରବି ରାୟ, ବିରେନ ସେନାପତି

ରାଜଗାଙ୍ଗପୁର-ଗେଗ୍ରରୀ ମିନ୍ସ, ରଞ୍ଜନ ଏକା

ବଣେଇ- ଜନାର୍ଦ୍ଦନ ଦେହୁରୀ,

କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ,ଶୋଭାରାମ ପ୍ରଧାନ

ରେଙ୍ଗାଳି- ଦୁର୍ଯ୍ୟଧନ ଗଡ଼କିଆ, ତପସ୍ୟା ମହାନନ୍ଦା

ସମ୍ବଲପୁର- ଅଶ୍ବିନୀ ଗୁରୁ, ସୁରେଶ୍ବର ମିଶ୍ର

ରେଢ଼ାଖୋଲ- ଅସରଫ ଅଲ୍ଲି ଖାନ୍ , ଦୁଲାଲ ପ୍ରଧାନ

ଦେବଗଡ଼- ଉମାକାନ୍ତ ସାହୁ, ସେମ ହେମ୍ବ୍ରମ

ଛେଣ୍ଡିପଦା- ସସ୍ମିତା ବହେରା, ନରୋତ୍ତମ ନାୟକ

ତେଲକୋଇ- ମୋହନ ହେମ୍ବ୍ରମ, ହରମୋହନ ସୋରେନ

ଘସିପୁର- ନିରଞ୍ଜନ ପଟ୍ଟନାୟକ, ରତିକାନ୍ତ ବରାଳ

ଆନନ୍ଦପୁର – ଜୟଦେବ ଜେନା, ସଂଗ୍ରାମ ଜେନା

 ପାଟଣା- ଗୌର ନାୟକ, ଗୋପେଶ୍ବର ନାୟକ

କେନ୍ଦୁଝର- ବିଦ୍ୟାଧର ଦେହୁରୀ, ସଦ୍ଧେଶ୍ବର ନାୟକ

ଚମ୍ପୁଆ- ପାର୍ଥ ସାରଥୀ ପହି, ବିପ୍ଲବ ମିଶ୍ର

କରଞ୍ଜିଆ- ଜବାମଣି ଟୁଡ଼ୁ, ତ୍ରିଲୋକେଶ୍ବର ନାୟକ

ସାରସକଣା- ବୟରେଲ ସିର୍କା, ଚୈତନ୍ୟ ହାଂସଦା

ରାୟରଙ୍ଗପୁର- ଶ୍ୟାମ ହାଂସଦା, ହେଲେନା ବାଘେ

ବାରିପଦା- କମଳା ତିରିଆ, ରାକେଶ ସିଂ

ମୋରଦା- ହେମନ୍ତ ଦାସ, ପ୍ରଭାକର ମହାପାତ୍ର

ବଡସାହି-ସଞ୍ଜୟ ବେହେରା,କ୍ଷୀରୋଦ ପାତ୍ର

ଜଳେଶ୍ବର-ଦେବିପ୍ରସାଦ ଦାସ, ତପନ ଦାସ

ଭୋଗରାଇ-ସତ୍ୟଶିବ ଦାସ,ଉମାରଣୀ ପାତ୍ର

ବସ୍ତା-ବିଜନ ନାୟକ,ସଞଅଜୀବ ପାଢୀ

ବାଲେଶ୍ବର-ମାନସ ଦାସ ପଟ୍ଟନାୟକ,ଗୋପାଳ ଖଣ୍ଡେଲଏ୍ବାଲା

ନୀଳଗିରି- ଅକ୍ଷୟ କୁମାର ଆଚାର୍ଯ୍ୟ,ଜୋତ୍ସା ଦେବୀ ମର୍ଦ୍ଦରାଜ

ସୋର-ମହେଶ୍ବର ସେଠୀ, ମୃତ୍ୟୁଞ୍ଜୟ ଜେନା

ସିମୁଳିଆ-ଶରତ ରାଜ, ରବି ଶତପଥୀ

ଭଣ୍ଡାରୀପୋଖରୀ-ନିରଞ୍ଜନ ପଟ୍ଟନାୟକ,ସୁବ୍ରତ ଦାସ

ଭଦ୍ରକ-ନରେନ ପଲାଇ, ନଳୀନି କାନ୍ତ ମହାନ୍ତି

ବାସୁଦେବପୁର-ଅଶୋକ ଦାସ,ଲପୁ ମହାକୁଡ

ଧାମନଗର-ବିଦ୍ୟାଧର ଜେନା, କୁମାରଶ୍ରୀ ଚିରଞ୍ଜିବୀ

ଚାନ୍ଦବାଲି- ଅମୀୟ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି

ବରି- ମନୋଜ ମହାପାତ୍ର, ଉମେଶ ଚନ୍ଦ୍ର ଜେନା

ବଡ଼ଚଣା: ସୀତକାନ୍ତ ମହାପାତ୍ରଳ ଶୁଭେନ୍ଦୁ ମହାନ୍ତି

ଧର୍ମଶାଳା- ସ୍ମୃତିରେଖା ପହି, କିଶାନ ପଣ୍ଡା

ଯାଜପୁର- ସନ୍ତୋଷ କୁମାର ନନ୍ଦ, ବଳଭଦ୍ର ଦାସ

କୋରେଇ -ବନ୍ଦିତା ପରିଡ଼ା ହରେକୃଷ୍ଣ ସାହୁ

ସୁକିନ୍ଦା- ସଂଯୁକ୍ତା ରାଉତ, ଶରତ ରାଉତ

ଢ଼େଙ୍କାନାଳ- ନବୀନ ଚନ୍ଦ୍ର ନାରାୟଣ ଦାସ, ସରୋଜ ପଟ୍ଟନାୟକ

ହିନ୍ଦୋଳ- ମମତାଞ୍ଜଳୀ ବେହେରା, ବାମଦେବ ନାୟକ

କାମାକ୍ଷାନଗର- ଭବାନୀଶଙ୍କର ମହାପାତ୍ର, ପ୍ରବଳକାନ୍ତି ସାହୁ

ପରଜଙ୍ଗ-ବିମଳା ବେହେରା, ସନ୍ତୋଷ ରାଉତ

ପାଲଲହଡ଼ା- ସୁବୋଧ ଚନ୍ଦ୍ର ପାଣି,  ସୁବ୍ରତ ଗଡ଼ନାୟକ

ତାଳଚେର- ସୁରେଶ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଦାସ

ଅନୁଗୋଳ- ବିପ୍ଲବ ଜେନା, ଅମ୍ବିକା ଭଟ୍ଟ

ବିରମହାରାଜା ପୁର- ବିନୋଦ ପାତ୍ର, ଭୋଲାରାମ ସାଗର

ସୋନପୁର- ଚନ୍ଦ୍ରମଣୀ ତ୍ରୀପାଠୀ, ଶଙ୍କର ଦାସ

ଲୋହିସିଂହା (ସଂ)- ନବ କିଶୋର ନାୟକ, ସନ୍ତୋଷ କୁମ୍ଭାର

ପାଟଣାଗଡ- ରମେଶ ପୁରୋହିତ, ଅନିଲ ମେହେର

ବଲାଙ୍ଗୀର- ନରସିଂହ ମିଶ୍ର, ଅମରେନ୍ଦ୍ର ମିଶ୍ର

ଟିଟିଲାଗଡ- ସୁରେନ୍ଦ୍ର ସିଂହ ଭୋଇ, ରୁପେଶ ବେହେରା

କଣ୍ଟାବାଞ୍ଝି- ସନ୍ତୋଷ ସିଂହ ସାଲୁଜା, ସୁଧା ଦାସ

ନୂଆପଡା- ଘାସିରାମ ମାଝୀ, ସୁରେଶ ଆଜାଦ

ଖରିଆର- ଅଧିରାଜ ପାଣିଗ୍ରାହୀ, ତମଲ ତାଣ୍ଡି

ଲାଞ୍ଜିଗଡ (ସଂ)- ଶିବାଜୀ ମାଝୀ, ପ୍ରଦୀପ ଦିଶାରୀ

ଜୁନାଗଡ- ଗୋବର୍ଦ୍ଧନ ଦାସ, ଅନିଲ ସିଂହଦେଓ

ଧର୍ମଗଡ – ଦିଗାମ୍ବର ଦୁରିଆ, ତରୁଣ ମାଝୀ

ଭବାନୀପାଟଣା – ସାଗର ଦାସ, ଭାରତ ବେମାଲ

ନର୍ଲା – ଜଗନ୍ନାଥ ପଟ୍ଟନାୟକ, ଚିତ୍ତ ରଞ୍ଜନ ମଣ୍ଡଳ

ଉମରକୋଟ – ଜତିନ୍ଦ୍ର ଗଣ୍ଡା

ଝରିଗାଁ – ଉଲ୍ଲାଧର ମାଝୀ, ମହେଶ୍ବର ବାତ୍ରା

ନବରଙ୍ଗପୁର – ସଦନ ନାୟକ, ଅଖିଳା ଭାତ୍ରା

ଡାବୁଗାଁ – ଭୁଜବଳ ମାଝୀ

କୋଟପାଡ – ଚନ୍ଦ୍ରଶେଖର ମାଝୀ

 ମାଲକାନଗିରି- ମାଳ ମାଢୀ

ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ, ବଳରାଜ କୋଟ୍ଟେ

ବାଲିଗୁଡା – କେଶବ ପ୍ରଧାନ, ସାଇମନ୍ ମଲ୍ଲିକ

ଜି. ଉଦୟଗିରି – ଜାକବ ପ୍ରଧାନ, ପ୍ରତାପ ପ୍ରଧାନ

ଫୁଲବାଣୀ – ସୁଗର୍ଶନ କହଁର, ତୁଷାର କହଁର

କଣ୍ଟାମାଳ – ସୁଧୀର ମହାକୁଢ, ପ୍ରଶାନ୍ତ ସାହୁ

ଦଶପଲ୍ଲା – କୈଳାସ ଚନ୍ଦ୍ର ମୁଖୀ

ଭଞ୍ଜନଗର – ପ୍ରଶାନ୍ତ ବିଶୋୟୀ, ସଞ୍ଜୟ ତ୍ରିପାଠୀ

ବଡମ୍ବା – ବିଭସ ମହାନ୍ତି, ମନୋଜ ସାହୁ

ବାଙ୍କୀ – ଦେବାଶିଷ ପଟ୍ଟନାୟକ, ରବି ମଲ୍ଲିକ

ଆଠଗଡ – ଉମା ବଲ୍ଲଭ ରଥ, ବିଚିତ୍ରା ନନ୍ଦ ମୁଦୁଲି

ବାରବାଟୀ-କଟକ – ମହମ୍ମଦ ମୋକିମ୍, ସୁରେଶ ମହାପାତ୍ର

ଚୌଦ୍ବାର-କଟକ – ଜଗଦିଶ ମହାନ୍ତି, ମାନସ ଚୌଧୁରୀ

କଟକ ସଦର – ବାଙ୍କନିଧି ବେହେରା, ରତ୍ନାକର ବେହେରା

ଖଣ୍ଡପଡା – ବିନୋଦିନୀ ମହାନ୍ତି

ସାଲେପୁର – ପ୍ରକାଶ ଚନ୍ଦ୍ର ବେହେରା, ଗୁରୁପଦ ନନ୍ଦ

ମାହାଙ୍ଗା – ଦେବେନ୍ଦ୍ର ସାହୁ, ପ୍ରଦୀପ୍ତ ଦାଶ

ପାଟକୁରା – ଜୟନ୍ତ ମହାନ୍ତି, ଚିନ୍ମୟ ବେଉରା

କେନ୍ଦ୍ରାପଡା – ଗଣେଶ୍ବର ବେହେରା, ହଳଧର ସେଠୀ

ଆଳି – ଦେବେନ୍ଦ୍ର ଶର୍ମା, ମାନସ ମଲ୍ଲିକ

ରାଜନଗର – ଅଂଶୁମାନ ମହାନ୍ତି, ମିଟୁ ଦାସ

ମହାକାଳପଡା – ବିଭ୍ରାଂଶୁ ଲେଙ୍କା, ଲୋକନାଥ ମହାରଥୀ

ନିଆଳି – ପ୍ରଶାନ୍ତ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ

ପାରାଦୀପ – ପ୍ରମୋଦ ଜେନା, ଅରିନ୍ଦମ ସର୍ଖେଲ

ତିର୍ତ୍ତୋଲ – ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ

ବାରିକୁଦା-ଏରସମା – ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା

ଜଗତସିଂହପୁର – ଚିରଞ୍ଜିବ ବିଶ୍ବାଳ, ବିଷ୍ଣୁ ଚରଣ ବାରିକ

କାକଟପୁର – ବିଶ୍ବ ରଞ୍ଜନ ଦାସ, ରବିନ୍ଦ୍ର ସେଠୀ

ନିମାପଡା – ସତ୍ୟବ୍ରତ ପାତ୍ର, ଦିଲ୍ଲୀପ ନାୟକ

ପୁରୀ – ବିନାୟକ ଦାସମହାପାତ୍ର, ବିଶ୍ବଜିତ୍ ମହାନ୍ତି

ବ୍ରହ୍ମଗିରି- ଉମାକାନ୍ତ ବରାଳ, ବାନାମ୍ବର ବାରିକ୍

ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ, ସ୍ନେହାଶ୍ରୀ ହରିଚନ୍ଦନ

ପିପିଲି – ଅଜିତ୍ ମଙ୍ଗରାଜ, ଯୁଧିଷ୍ଠିର ସାମନ୍ତରାୟ

ଚିଲିକା – ପ୍ରଦୀପ ସ୍ବାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ

ରଣପୁର – ଶୁଭଶ୍ରୀ ପଣ୍ଡା, ସତ୍ୟବ୍ରତ ନାୟକ

ନୟାଗଡ – ରଞ୍ଜିତ ଦାସ, ମନୋଜ ସାହୁ

ଜୟଦେବ – ଜୟନ୍ତ ଭୋଇ, ରାଘବ ସେଠୀ

ଭୁବନେଶ୍ବର ମଧ୍ୟ – ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ବର ଉତ୍ତର- ଅଭିଳାଷ ମାଣିଆ, ଇତିଶ୍ ପ୍ରଧାନ

ଏକାମ୍ର ଭୁବନେଶ୍ବର – ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର

ଜଟଣୀ – ସୁରେଶ କୁମାର ରାଉତରାୟ, ଜାନକି ବଲ୍ଲଭ ପଟ୍ଟନାୟକ

ବେଗୁନିଆ – ପୃଥ୍ବୀ ବଲ୍ଲଭ ପଟ୍ଟନାୟକ

ଖୋର୍ଦ୍ଧା – ରାମଚନ୍ଦ୍ର ମହାପାତ୍ର, ସ୍ବାଗତିକା ପଟ୍ଟନାୟକ

ପୋଲସରା – ଉତ୍ତମ ଦାସ, ଅଶଷ୍ଠି ବରାଳ

କବିସୂର୍ଯ୍ୟନଗର- ସୀତାରାମ ପାଣିଗ୍ରାହୀ, ବିଜୟ ସାହୁ

ଆସ୍କା – ମନୋଜ କୁମାର ଜେନା, ସ୍ବରୁପା ପାଣିଗ୍ରାହୀ

ସୋରଡା – ଦତ୍ତତ୍ରୟ ମହାନ୍ତି, ସଂଗ୍ରାମ ମହାନ୍ତି

ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା

ହିଞ୍ଜିଳି – ଶମ୍ଭୁ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ

ଗୋପାଳପୁର – ଏସ୍, ଧର୍ମାରେଡ୍ଡୀ, ପିତବାସ ପଣ୍ଡା

ବ୍ରହ୍ମପୁର – ଦୀପକ ପଟ୍ଟନାୟକ, ଲିଙ୍ଗରାଜ ଚୌଧୁରୀ

ଦିଗପହଣ୍ଡି – ସାକା ସୁଜିତ୍ କୁମାର, ସୁଧୀର ଦେଓ

ଚିକିଟି – ରବୀନ୍ଦ୍ର ସାମନ୍ତରାୟ, ପ୍ରମୋଦ କୁମାର ଦାଶ

ମୋହନା – ଦାଶରଥୀ ଗମାଙ୍ଗ, ଜୟନ୍ତ ଦଳବେହେରା

ପାରଳାଖେମୁଣ୍ଡି – କେ.ସୂର୍ଯ୍ୟ ରାଓ, ତିରୁପତି ପାଣିଗ୍ରାହୀ

ଗୁଣୁପୁର – ପୁରୁଷୋତ୍ତମ ଗମାଙ୍ଗ,

ବିଷମ କଟକ – ଡମ୍ବରୁଧର ଉଲ୍ଲାକା, କାଦ୍ରକା ଆପାଲ୍ ସ୍ବାମୀ

ରାୟଗଡା – ପୂର୍ଣ୍ଣଚନ୍ଦ୍ର ମାଝୀ, ମକରନ୍ଦ ମୁଦୁଲି

ଲକ୍ଷ୍ମୀପୁର – କୈଳାଶ କୁଲେସିକା,

ଜୟପୁର – ତାରା ପ୍ରସାଦ ବାହିନୀପତି, ମିନାକ୍ଷୀ ବାହିନୀପତି

କୋରାପୁଟ – ନିମାଇଁ ସରକାର, ତାନିସ୍ କୁଲଦୀପ

ପଟ୍ଟାଙ୍ଗୀ – ରାମଚନ୍ଦ୍ର କଡାମ