ରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶା ଗସ୍ତ
ପୁଣିଜଣେଓଡିଆଙ୍କୁଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହକୃତଜ୍ଞତାଜ୍ଞାପନ କଲେରାଜ୍ୟସଭାପତିଶ୍ରୀସମୀରମହାନ୍ତି
ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱଗ୍ରହଣକରିଥିବାରାଷ୍ଟ୍ରୀୟ ଅନୁସୁଚିତ ଜନଜାତି ଆୟୋଗ ସଦସ୍ୟ ତଥା ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ପ୍ରଥମ ଓଡିଶାଗସ୍ତ ଅବସରରେ ରାଜ୍ୟସଭାପତିଶ୍ରୀସମୀରମହାନ୍ତିପୁଷ୍ପଗୁଚ୍ଛ ଦେଇ ସ୍ୱାଗତଜଣାଇଛନ୍ତି । ସର୍ବଦା ଓଡିଶାକୁଗୁରୁତ୍ୱ ଦେଇ ଆସୁଥିବା ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦି ପୁଣିଜଣେଓଡିଆଙ୍କୁଏଭଳିଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ପ୍ରଦାନ କରିଥିବାରୁରାଜ୍ୟସଭାପତିଶ୍ରୀମହାନ୍ତିତାଙ୍କୁ ଧନ୍ୟବାଦ ଜଣାଇବାସହକୃତଜ୍ଞତାଜ୍ଞାପନ କରିଛନ୍ତି ।
ଭୂବନେଶ୍ୱରବିମାନ ବନ୍ଦରଠାରେବିଜେପିବିଧାୟକ ଦଳ ମୁଖ୍ୟସଚେତକମୋହନ ମାଝୀ, ବିଧାୟକ ନବ ଚରଣମାଝୀ, ପ୍ରକାଶସୋରେନ, ଭାସ୍କରମଢେଇ, ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ,ମୁକେଶମହାଲିଙ୍ଗ,ରାଜ୍ୟ ଉପ ସଭାନେତ୍ରୀସୁକେଶୀଓରାମ, ରାଜ୍ୟସାଧାରଣସଂପାଦକ ଗୋଲକମହାପାତ୍ର, ରାଜ୍ୟମୁଖପାତ୍ରଉମାକନ୍ତ ପଟ୍ଟନାୟକ, ପବିତ୍ର ଦାଶ, ଜିଲ୍ଲାସଭାପତିସବୁଜ ଅଂଶୁମାନ ମହାନ୍ତି ପ୍ରମୁଖଶ୍ରୀ ନାୟକଙ୍କୁ ପୁଷ୍ପଗୁଚ୍ଛଉତରୀୟ ପ୍ରଦାନ କରିସ୍ୱାଗତକରିଥିଲେ ।ଏହି ଅବସରରେ ଶ୍ରୀ ନାୟକଙ୍କଶହଶହ ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ ।
odisha bjp Welcome to ST Commission Member