ନୂଆଁଖାଇ ଲଗ୍ନ ସ୍ଥିର ହେଲା

ବଲାଙ୍ଗୀର : ପଶ୍ଚିମ ଓଡିଶାର ପ୍ରସିଦ୍ଧ କୃଷିଭିତିକ ଗଣ ପର୍ବ ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ । ସେପ୍ଟେମ୍ବର ୧୪ରେ ନବାହ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି । ଦିନ ୧୦ଟା ୧୫ରୁ ୧୦ଟା ୨୯ ମଧ୍ୟରେ ମା ସମଲେଶ୍ୱରୀ ଓ ପାଟେଣେଶ୍ୱରୀଙ୍କ ପୀଠରେ ନବାହ୍ନ ଲାଗି କରାଯିବ । ପାଟଣା ମହାରାଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଲଗ୍ନ ଧାର୍ଯ୍ୟ ହୋଇଛି ।