ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ

ଭୁବନେଶ୍ୱର:ଓଡ଼ିଶା ହାଇକୋର୍ଟରେ ଆଜି ଆଉ ଜଣେ ନୂଆ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି ।  ଓଡ଼ିଶା ହାଇକୋର୍ଟରେ...

ଭୁବନେଶ୍ୱର:ଓଡ଼ିଶା ହାଇକୋର୍ଟରେ ଆଜି ଆଉ ଜଣେ ନୂଆ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି । 

ଓଡ଼ିଶା ହାଇକୋର୍ଟରେ ମଞ୍ଜୁର ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୨୭। ଆଜି ନୂଆ ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଶପଥ ନେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ କାଭେରୀ ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ନୂଆ ବିଚାରପତି ଭାବେ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତି ସଂଖ୍ୟା ୧୫ରେ ପହଂଚିଛି ।

ଓଡ଼ିଶା ହାଇକୋର୍ଟରେ କମ ସଂଖ୍ୟକ ବିଚାରପତି ଥିବାରୁ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜୁଛି । ଅନେକ ଦିନ ଧରି ପଡ଼ି ରହୁଛି ମାମଲା । ତଥାପି ଠିକ ସମୟରେ ମିଳି ପାରୁନି ନ୍ୟାୟ । ତେଣୁ ଏହାକୁ ନେଇ ଅନେକ ସମୟରେ ଆଇନଜୀବୀମାନେ ଆନ୍ଦୋଳନ ମଧ୍ୟ କରୁଥିଲେ ।

Spread the love
Categories
ଓଡିଶା

RELATED BY