ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର:ପୁଣି ଅଲୋଡ଼ା ହୋଇପଡ଼ିଛି ଶିଶୁକନ୍ୟା । ଆଜି ଏକ ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଆଜି ପୁଣି ଜଣେ ମା ତାର ନବଜାତ ଶିଶୁକନ୍ୟାକୁ ଡଷ୍ଟବିନରେ ଫୋପଡ଼ି ଦେଇ...

ଯାଜପୁର:ପୁଣି ଅଲୋଡ଼ା ହୋଇପଡ଼ିଛି ଶିଶୁକନ୍ୟା । ଆଜି ଏକ ଡଷ୍ଟବିନରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଆଜି ପୁଣି ଜଣେ ମା ତାର ନବଜାତ ଶିଶୁକନ୍ୟାକୁ ଡଷ୍ଟବିନରେ ଫୋପଡ଼ି ଦେଇ ମରଣ ସହ ସଂଘର୍ଷ କରିବାକୁ ଛାଡ଼ି ଦେଇ ମମତାର ପ୍ରମାଣ ଦେଇଛି ।

ସୂଚନାନୁସାରେ, ଯାଜପୁର ଜିଲ୍ଲା ମଧୁବନ ମେଡିକାଲ ଡଷ୍ଟବିନରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟିକୁ ତାର ଜନ୍ମ କଲା ମା ପ୍ରସବ ପରେ ମେଡିକାଲ ଡଷ୍ଟିବିନରେ ମରଣ ସହ ସଂଘର୍ଷ କରିବାକୁ ଛାଡ଼ି ଚାଲିଯାଇଥିଲା । କିନ୍ତୁ ଆଜି ଭୋରୁ ମେଡିକାଲକୁ ଆସିଥିବା  ସ୍ଥାନୀୟ ଲୋକ ଡଷ୍ଟବିନରୁ ଶିଶୁକନ୍ୟାର କାନ୍ଦ ଶୁଣିଥିଲେ । ଏହାପରେ ଶିଶୁକନ୍ୟାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଶିଶୁଭବନକୁ ସ୍ଥାନାନ୍ତରିତ କରିଛନ୍ତି । 

Spread the love
Categories
ଓଡିଶା

RELATED BY