ନାଲକୋ ମହିଳା ସମିତି ଦ୍ୱାରା ମଶାରୀ ବଣ୍ଟନ

ଭୁବନେଶ୍ୱର : ସ୍ୱଚ୍ଛ ଓ ସ୍ୱସ୍ଥ ଭାରତ କାର୍ଯକ୍ରମ ପ୍ରତି ନିଜର ଅନବରତ ପ୍ରୟାସ ସ୍ୱରୂପ ନାଲକୋ ମହିଳା ସମିତିର ସଭ୍ୟମାନେ ଗତକାଲି, ସଭାପତି ଶ୍ରୀମତୀ ପ୍ରୀତି ରାୟ ଚାନ୍ଦଙ୍କ ନେତୃତ୍ୱରେ କଟକସ୍ଥିତ ଯଶୋଦା ସଦନ ସେବାଶ୍ରମର ଅନ୍ତେବାସୀ ମାନଙ୍କୁ ମଶାରୀ ବଣ୍ଟନ କରିଥିଲେ ।