ଭୁବନେଶ୍ୱର: ରାଜ୍ୟର ପ୍ରଥମ ବିଧାନସଭା ଫଳାଫଳ ଘୋଷଣା ହୋଇଛି। ନବରଙ୍ଗପୁର ବିଧାନସଭା ଆସନର ସଦାଶିବ ପ୍ରଧାନୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାରତୀୟ ଜନତା ପାର୍ଟିର ଗୌରୀ ମାଝୀଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଏହି ଆନୁଷ୍ଠାନିକ ଘୋଷଣା ନବରଙ୍ଗପୁର ଜିଳ୍ଲାପାଳ କରିଛନ୍ତି।

Next Post