ଲକ୍ଷ୍ନୌ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ସଂଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପାକସ୍ଥଳିରେ ଯନ୍ତ୍ରଣା ଅନୁଭବ କରିବାରୁ ମୁଲାୟମଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ମୁଲାୟମଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ରୁଟିନ୍ ଚେକ୍ଅପ୍ ପାଇଁ ତାଙ୍କୁ ହସ୍ପିଟାଲ୍ ଅଣାଯାଇଛି।
Prev Post