ମହାବିଦ୍ୟାଳୟରେ ମାଓ ପୋଷ୍ଟର ଦେଖି ସମସ୍ତଙ୍କ ମନରେ କୋକୁଆ ଭୟ

ନୀଳଗିରି: ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା...

ନୀଳଗିରି: ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା ବାତାବରଣ ଫେରାଇ ଆଣିବା ଆମର ଦାବି, ଶିକ୍ଷକ ରାଜନୀତି ଛାଡ଼ି ଶିକ୍ଷାଦାନ କରନ୍ତୁ ଆମର ଦାବି ଲେଖାଯିବା ସହ ନଚେତ ଆଗାମୀ ଦିନରେ ଭୟଙ୍କର ପରିଣାମ ଲାଗି ପ୍ରସ୍ତୁତ ରହ ଲେଖାଯାଇଛି  । ମଙ୍ଗଳବାର କଲେଜ ଖୋଲିବା କ୍ଷଣି ଛାତ୍ରଛାତ୍ରୀ ଏହି ମାଓ ପୋଷ୍ଟରକୁ ଦେଖି ଭୟଭୀତ ହୋଇ ଯାଇଥିଲେ।

ଅଧ୍ୟାପକ-ଅଧ୍ୟାପିକା ଏହି ଘଟଣା ବିଷୟରେ ଜାଣିବା ପରେ ଅଧ୍ୟକ୍ଷ ନୀଳଗିରି ଆଇଆଇସିଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପୋଷ୍ଟର ହଟାଇବା ସହିତ ଘଟଣାର ତଦନ୍ତ କରୁଛି।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...