ଭୁବନେଶ୍ୱର: ଆଜି ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ବାଲେଶ୍ୱରରେ ୧୨, ପୁରୀ ୧୦, ଭଦ୍ରକ ୬, ନୟାଗଡ ୩ , ଯାଜପୁର ୨, କଟକ, ଦେଓଗଡ ଓ ସୁନ୍ଦରଗଡରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।