ଝାରସୁଗୁଡାରେ ପହଞ୍ଚିଲେ ମୋଦୀ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଲେ। ଝାରସୁଗୁଡାରୁ ମୋଦୀ ସମ୍ବଲପୁର ଅଭିମୁଖେ ଯିବେ। ସେଠାରେ ସେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।