ନୂଆଦିଲ୍ଲୀ: ଆଜି ସକାଳେ ରାଜସ୍ଥାନର ଯୋଧପୁରରୁ ନିୟମିତ ଅଭିଯାନରେ ଥିବା ଗୋଟାଏ ମିଗ୍ ୨୭ ୟୁପିଜି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସିରୋହି ଅନ୍ତର୍ଗତ ଶେଓଗଞ୍ଜ ନିକଟବର୍ତ୍ତୀ ଗୋଦାନା ନିକଟରେ ବିମାନଟି ଖସି ପଡ଼ିଛି।