ମ୍ୟାରୀ କମ୍ ଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ...

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଭାବେ ବକ୍ସର ମ୍ୟାରୀ କମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏହାବାଦ୍‌ ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ବିଶ୍ୱ ବିଜେତା ପିଭି ସିନ୍ଧୁଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ରେସଲର ଭିନେଶ ଫୋଗଟ୍‌, ଟେବୁଲ ଟେନିସ୍‌ ଖେଳାଳି ମନିକା ବାତ୍ରା ଓ ମହିଳା କ୍ରିକେଟର ହରମନପ୍ରୀତ କୌରଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ମନୋନୀତ କରିଥିବା ଜଣାପଡ଼ିଛି।

Spread the love
Categories
ବଡ ଖବରସ୍ପୋର୍ଟସ

RELATED BY

  • “ମୋ ସ୍କୁଲ” ଆପ୍ ସହ କଫିଟେବୁଲ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଆଜି ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ନିବାସକୁ ଆସିଥିବା ଏହି ପିଲାମାନଙ୍କୁ ନବୀନ ଚକୋଲେଟ ବାଣ୍ଟିବା ସହ...
  • ପିଲାଙ୍କ ସହ ଶିଶୁଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କ ଗହଣରେ ଶିଶୁ ଦିବସ ପାଳନ କରିଛନ୍ତି । ସକାଳେ ନବୀନ ନିବାସରେ ପୋଖରୀପୁଟ ଡିଏଭି ସ୍କୁଲର ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା...
  • ମହିମା ମିଶ୍ରଙ୍କୁ ମିଳିଲା ଜାମିନ୍‌

    ଭୁବନେଶ୍ୱର: ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍‌ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ...
  • ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

    କଟକ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ ହୋଇଥିବା ବୁଧବାର ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ମାଲଗୋଦାମ ପୁଲିସ ରାଜା ଆଚାର୍ଯ୍ୟକୁ ଗିରଫ କରିଛି। ସେ କହିଛନ୍ତି ଯେ, ଆଉ...