ମାଛ ବ୍ୟବସାୟୀଙ୍କ ସହ ଉଲଗ୍ନ ମହିଳାଙ୍କ ରତିକ୍ରୀଡା ଭିଡିଓ ଭାଇରାଲ

କେନ୍ଦୁଝର : ଆଇନ ଯେତେ କଡା ହେଲେବି ବୋଲ ମାନୁ ନାହାନ୍ତି ଅଶୀଳ ଭିଡିଓ ଭାଇରାଲକାରୀ । ପୋଲିସର ତାଗିତ କି କଡା ଆଇନ ଏମାନଙ୍କୁ କିଛି କାମ କରୁନି । ଫଳରେ ଦିନକୁ ଦିନ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଘଟଣା ବଡି ବଢି ଚାଲିଛି । ସେମିତି ଏକ ଘଟଣା ଏବେ ସାମ୍ମନାକୁ ଆସିଛି କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରୁ । ଏହାକୁ ନେଇ ଥାନାରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଉଲଂନ ଅବସ୍ଥାରେ ଶାରୀରିକ ସଂପର୍କର ଭିଡିଓ ଏବେ ମୋବାଇଲୁ ମୋବାଳକୁ ଘୁରି ବୁଲିଛି । ଏହି ଭିଡିଓକୁ ନେଇ ମହିଳା ଜଣଙ୍କ ସଦର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।
ଖବରୁ ଜଣା ପଡିଛି ଯେ, ମହିଳା ଜଣଙ୍କ ଜଣେ ବିବାହିତ ମାଛ ବ୍ୟବସାୟୀଙ୍କ ସହ ଅନୈତିକ ସଂପର୍କ ରଖିଥିଲେ । ମହିଳାଙ୍କର ମାଛ ବ୍ୟବସାୟୀ ସହ ଶାରୀରିକ ସଂପର୍କ ମଧ୍ୟ ଥିଲା । ସଂପୂଣ୍ଣ ଉଲଂଗ୍ନ ହୋଇ ମାଛ ବ୍ୟବସାୟୀଙ୍କ ସହ ସେକ୍ସ କରିବା ଓ ଶାରୀରିକ ସଂପର୍କ ରଖିବା ସମୟର ଭିଡିଓ ମଧ୍ୟ ରେକଡିଙ୍ଗ ହୋଇଥିଲା । ଏହି ଭିଡିଓ ଏବେ ଭାଇରାଲ ହୋଇଛି ।
ଭାଇରାଲ ହୋିଥିବା ଭିଡିଓର ଅବଧି ୪୨ ସେକେଣ୍ଡ ବୋଲି ଜଣାପଡିଛି । ଏଥିରେ ମହିଳା ଜଣଙ୍କ ସଂପୂଣ୍ଣ ଉଲଗ୍ନ ହୋଇ ମାଛ ବ୍ୟବସାୟୀ (ପୁରୁଷଙ୍କ) ସହ ରତିକ୍ରୀଡାରେ ମାତିଥିବାର ଦୃଶ୍ୟ ରହିଛି । ହେଲେ ପୁରୁଷଙ୍କ ଛବି ଏହି ଭିଡିଓରେ ନାହିଁ । ସେ ମହିଳାଙ୍କ ଗୋଡକୁ ଟେକି ଧରିଧରି ସେକ୍ସ କରିବାର ଦୃଶ୍ୟବି ରହିଛି ।

ଭିଡିଓରେ ଥିବା ମହିଳା ଜଣକ ଏ ସମ୍ପର୍କରେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ରଣବୀରଙ୍କୁ ଗିରଫ କରିଛି। ପରେ ଉଭୟଙ୍କ ଡାକ୍ତରୀମାଇନା କରିଥିବା ଜଣାପଡ଼ିଛି।